ଦେଖନ୍ତୁ ଭିଡ଼ିଓ: ଜଳିଗଲା ଦାରୁଠେଙ୍ଗ ଡ଼ମ୍ପିଂୟାର୍ଡ, ନିଆଁ ଲିଭାଇବା ପାଇଁ ନିୟୋଜିତ ହେଲା ୧୦ଟି ଦମକଳ ଗାଡ଼ି

ଦେଖନ୍ତୁ ଭିଡ଼ିଓ: ଜଳିଗଲା ଦାରୁଠେଙ୍ଗ ଡ଼ମ୍ପିଂୟାର୍ଡ, ନିଆଁ ଲିଭାଇବା ପାଇଁ ନିୟୋଜିତ ହେଲା ୧୦ଟି ଦମକଳ ଗାଡ଼ି
ଦେଖନ୍ତୁ ଭିଡ଼ିଓ: ଜଳିଗଲା ଦାରୁଠେଙ୍ଗ ଡ଼ମ୍ପିଂୟାର୍ଡ, ନିଆଁ ଲିଭାଇବା ପାଇଁ ନିୟୋଜିତ ହେଲା ୧୦ଟି ଦମକଳ ଗାଡ଼ି

ଭୁବନେଶ୍ୱର: ଦାରୁଠେଙ୍ଗ ଡ଼ମ୍ପିଂୟାର୍ଡ ଭୟାବହ ଅଗ୍ନିକାଣ୍ଡ ଘଟିଛି । କୌଣସି ଏକ ଅଜଣା କାରଣରୁ ଆଜି ରାତି ପ୍ରାୟ ୮.୨୦ଟା ରେ ଡ଼ମ୍ପିଂୟାର୍ଡ ରେ ନିଆଁ ଲାଗି ଯାଇଥିଲା । ଅଳିଆ ଅବର୍ଜନାରେ ଭର୍ତ୍ତି ଏହି ୟାର୍ଡରେ ନିଆଁ ଖୁବଶୀଘ୍ର ବ୍ୟାପି ଯାଇଥିବା ସୂଚନା ମିଳିଛି ।

ଖବର ପାଇ ଭୁବନେଶ୍ୱରର ବିଭିନ୍ନ ଫାୟାର ଷ୍ଟେସନ୍ ରୁ ୧୦ରୁ ଅଧିକ ଦମକଳ ଗାଡି ନିୟୋଜିତ ହୋଇଥିବା ଜଣାପଡିଛି । ନିଆଁ ଲିଭାଇବା ପ୍ରକ୍ରିୟା ରିପୋର୍ଟ ଲେଖା ହେବା ସମୟରେ ମଧ୍ୟ ଜାରି ରହିଥିବା ଜଣାପଡିଛି ।

Share this story

World Odia Language Conferene