TikTok (ଟିକଟକ୍)ରୁ ରାତାରାତି ଷ୍ଟାର୍ ବନିଗଲେ ଏହି ଝିଅ, ସେ ଏବେ ଓଡ଼ିଆ ଫିଲ୍ମର ହିରୋଇନ୍ ! ସେ କିଏ ଆଉ କିପରି ହେଲେ ହିରୋଇନ୍ ଜାଣନ୍ତୁ ?

TikTok (ଟିକଟକ୍)ରେ ନିଜ ଅଭିନୟ ଅପଲୋଡ଼ କରୁ କରୁ ଜଣେ ଝିଅ ବନିଗଲେ ଫିଲ୍ମ୍ ହିରୋଇନ୍, ଓଡ଼ିଶାର ସେହି ଟିକଟକ୍ କୁଇନ୍ ଏବେ ଓଲିଉଡ଼ର ନାୟିକା ସାଜିଛନ୍ତି । ସେ କେମିତି ଫିଲ୍ମରେ ନାୟିକା ବନିଲେ ଆସନ୍ତୁ ଜାଣିବା ସେ ବିଷୟରେ…..

ସଂଗୀତ ନିର୍ଦ୍ଦେଶନାରୁ କଳାକାର ଜୀବନ ଆରମ୍ଭ କରିଥିବା ପପୁ ପମ ପମ ଓରଫ ତତ୍ୱ ପ୍ରକାଶ ଶତପଥୀ ଏବେ ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଚଳଚ୍ଚିତ୍ର ‘ଚିରକୁଟ୍’ରେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଉଥିବା ଜଣାପଡ଼ିଛି । ନବାଗତ ଏବଂ ଅଭିଜ୍ଞ କଳାକାରମାନଙ୍କୁ ନେଇ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରରେ ପପୁ ଚିତ୍ରନାଟ୍ୟ, ସଂଗୀତ ଓ ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି । ସୂଚନା ମୁତାବକ ସେ ‘ଚିର୍‌କୁଟ୍‌’ ନାମକ ଏକ ଫିଲ୍ମର ନିର୍ମାଣ କରିବାକୁ ଯାଉଛନ୍ତି । ତାଙ୍କୁ ଏ ଦିଗରେ ସହଯୋଗ ଦେଇଛନ୍ତି ବିଶିଷ୍ଟ ଚିତ୍ର ନିର୍ମାତା ଅକ୍ଷୟ ପରିଜା । ‘ଚିର୍‌କୁଟ୍’ ଫିଲ୍ମର ବିଶେଷତ୍ୱ ହେଲା, ଏଥିରେ ସମସ୍ତ କଳାକାର ନୂଆ । ହିରୋ ଅବା ହିରୋଇନ୍‌ ଏବଂ ଆଉ ଅନ୍ୟ ପ୍ରମୁଖ କଳାକାରମାନେ ସମସ୍ତେ ନୂଆ କରି ବଡ଼ ପରଦାରେ ପାଦ ଥାପିଛନ୍ତି ।

TikTok (ଟିକଟକ୍)ରୁ ରାତାରାତି ଷ୍ଟାର୍ ବନିଗଲେ ଏହି ଝିଅ, ସେ ଏବେ ଓଡ଼ିଆ ଫିଲ୍ମର ହିରୋଇନ୍ ! ସେ କିଏ ଆଉ କିପରି ହେଲେ ହିରୋଇନ୍ ଜାଣନ୍ତୁ ?

ପପୁ ପମ ପମ ତାଙ୍କର ଏହି ଫିଲ୍ମ ପାଇଁ ଏକ ନୂଆ ହିରୋଇନକୁ ସୁଯୋଗ ଦେବାକୁ ଚାହୁଁଥିଲେ । ତାଙ୍କର ଫିଲ୍ମର କାହାଣୀ ସହ ସୁଟ୍ କରୁଥିବା ଜଣେ ନୂଆ ହିରୋଇନଙ୍କର ସନ୍ଧାନରେ ସେ ଲାଗିପଡିଥିଲେ ।

ପପୁଙ୍କ କହିବା ଅନୁସାରେ ସେ ଯେତେବେଳେ ଫିଲ୍ମର ହିରୋଇ ଭୂମିକା ପାଇଁ ପିଲା ଖୋଜୁଥିଲେ, ବିଭିନ୍ନ ପ୍ରକାରର ଦିଗକୁ ଦୃଷ୍ଟିରେ ରଖି କେଉଁ ଭଳି ଝିଅକୁ ନେଲେ ତାର ଅଭିନୟ ତାଙ୍କ ଫିଲ୍ମର ହିରୋଇନର ଅଭିନୟ ଦର୍ଶକଙ୍କ ମନ ଜିଣିପାରିବ ସେହି କଥା ଚିନ୍ତା କରୁଥିଲେ । ତ ଏମିତି ସେ ମୋବାଇଲ ଆପ ଟିକଟକ୍ ରେ ଭିଡ଼ିଓ ଦେଖୁ ଦେଖୁ ଟିକଟକ୍ ରେ ଗୋଟେ ଝିଅର ଅଭିନୟ ତାଙ୍କୁ ବହୁତ ଭଲ ଲାଗିଥିଲା । ସେ ଝିଅର ଏକ୍ସପ୍ରେସନ୍, ଅଭିନୟ, ଡ଼ାଇଲଗ ମ୍ୟାଚିଂ ତାଙ୍କୁ ବହୁତ ଭଲ ଲାଗିଥିଲା ।

TikTok (ଟିକଟକ୍)ରୁ ରାତାରାତି ଷ୍ଟାର୍ ବନିଗଲେ ଏହି ଝିଅ, ସେ ଏବେ ଓଡ଼ିଆ ଫିଲ୍ମର ହିରୋଇନ୍ ! ସେ କିଏ ଆଉ କିପରି ହେଲେ ହିରୋଇନ୍ ଜାଣନ୍ତୁ ?

ତା’ପରେ ପପୁ ସେ ଝିଅ ସହ ଯୋଗାଯୋଗ କରିଥିଲେ, କିନ୍ତୁ ଝିଅଟି ନର୍ଭସ ପାଇଁ ପ୍ରଥମେ ରାଜି ହେଉନଥିଲେ ଯେହେତୁ ସିନେ ପରଦା ତାଙ୍କ ପାଇଁ ନୂଆ ଥିଲା । କିନ୍ତୁ ପପୁ ତାଙ୍କୁ ବହୁତ କଷ୍ଟରେ ରାଜି କରାଇଥିଲେ, ଆଉ ଶେଷରେ ସେ ଝିଅ ଜଣଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ରାଜି ହୋଇଥିଲେ । ଆଉ ବର୍ତ୍ତମାନ ସେ ଝିଅ ହେଉଛନ୍ତି ପପୁଙ୍କ ନୂଆ ଫିଲ୍ମର ନାୟିକା । ଟିକଟକ୍ ରୁ ହିରୋଇନ୍ ବନିଥିବା ଏହି ନାୟିକାଙ୍କ ନାମ ହେଲା ଅନନ୍ୟା ମହାନ୍ତି ।

TikTok (ଟିକଟକ୍)ରୁ ରାତାରାତି ଷ୍ଟାର୍ ବନିଗଲେ ଏହି ଝିଅ, ସେ ଏବେ ଓଡ଼ିଆ ଫିଲ୍ମର ହିରୋଇନ୍ ! ସେ କିଏ ଆଉ କିପରି ହେଲେ ହିରୋଇନ୍ ଜାଣନ୍ତୁ ?

ନାୟିକା ଅନନ୍ୟା କହିଛନ୍ତି କି ଟିକଟକ୍ ରେ ମୋବାଇଲ ଆଗରେ ଅଭିନୟ କରିବା ଆଉ ସିନେ ପରଦାର କ୍ୟାମେରା ଆଗରେ ଅଭିନୟ କରିବା ଭିତରେ ବହୁତ ଫରକ୍ । ଆଉ ଏମିତି ଏକ ଚ୍ୟାଲେଞ୍ଜଙ୍ଗ୍ କ୍ୟାରେକ୍ଟର ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ସେ ପପୁଙ୍କୁ ବହୁତ ଧନ୍ୟବାଦ ଜଣାଇଛନ୍ତି । ଆଉ ସେ କହିଛନ୍ତି କି ଆମ ଭଳି ନବାଗତଙ୍କୁ ରିସ୍କ୍ ନେଇ ତାଙ୍କ ଫିଲ୍ମରେ ଏତେ ବଡ଼ ବ୍ୟାନରରେ କାମ କରିବାର ସୁଯୋଗ ଦେଇଥିବାରୁ ପପୁଙ୍କୁ ବହୁତ ଧନ୍ୟବାଦ ଜଣାଇଛନ୍ତି । ଏହିପରି ଭାବରେ ଓଡ଼ିଶାର ଟିକଟକ୍ କୁଇନ୍ ଅନନ୍ୟା ବନିଲେ ଓଲିଉଡ଼ର ଅଭିନେତ୍ରୀ ।

https://youtu.be/-Hfp-HHugZs 

Share this story

World Odia Language Conferene