କୂଅରେ ବୁଡ଼ି ଯୁବକ ମୃତ

ଭୁବନେଶ୍ୱର: ଶୈଳଶ୍ରୀବିହାର ସରସ୍ୱତୀ ବସ୍ତିରେ ଥିବା ଏକ କୂଅରେ ବୁଡ଼ି ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଚିଂ ଯୁବକ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲା । ମୃତ ବ୍ୟକ୍ତି ଜଣଙ୍କ… Read more »

ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାଲିଛି ଖୋଳତାଡ଼

ଭୁବନେଶ୍ୱର: ପଟିଆ ସ୍ଥିତ ଶ୍ରୀବିହାର ଅଚଂଳର ଏକ ଭଡ଼ା ଘରୁ ଜଣେ ଡାକ୍ତରାଣୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୁଲିସ । ମୃତ ମହିଳା ଜଣଙ୍କ ହେଲେ ମାନସ୍ୱିନୀ ବାରିକ । ସେ ପେଶାରେ ଜଣେ ହୋମିଓପାଥି ଡାକ୍ତର ଥିଲେ । ଶବ… Read more »

ମୁଣ୍ଡବିନ୍ଧା ବଢ଼ାଇଛି ଭାଇରାଲ ଭିଡିଓ, ଦୁଇ ବର୍ଷ ଭିତରେ ୨୨୫ ମାମଲା ରୁଜୁ

ଭୁବନେଶ୍ୱର: ରାଜ୍ୟରେ ସାଇବର ଅପରାଧ ବର୍ଷକୁ ବର୍ଷ ହୁତୁହୁତୁ ହୋଇ ବଢ଼ିବାରେ ଲାଗିଛି । ସେ ଆକାଉଣ୍ଟରୁ ଟଙ୍କା ଉଭନ ଘଟଣା ହେଉ ବା ସୋସିଆଲ ମିଡ଼ିଆରେ ଅଶ୍ଳିଳ ଭାଇରାଲ ଭିଡ଼ିଓ ଉତ୍ତଳନ ହେବା ଘଟଣା । ଏସବୁ ଘଟଣା ଗୋଟେ… Read more »

ଆସିଲେ ଫୁଟେଇଲେ ଗଲେ, ହୋଟେଲ ମାଲିକ ଗୁରୁତର

ଭୁବନେଶ୍ୱର: କିଛି ମାସର ବ୍ୟବଧାନ ପରେ ପୁଣି ରାଜଧାନୀରେ ଗୁଳିର ହୁଙ୍କାର ଶୁଣିବାକୁ ମିଳିଛି । ପୁର୍ବଶତ୍ରୁତାକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ବାଇକରେ ସିଧାସଳଖ ଆସିଲେ ହୋଟେଲ ମାଲିକକୁ ଗୁଳି କଲେ ଗଲେ । ଏମିତି ଘଟଣା ଗୁରୁବାର ରାତିରେ… Read more »

ଏସିପି ମାନସ ଗଡନାୟକଙ୍କୁ ଶାନ୍ତି ସମ୍ମାନ ୨୦୧୮

ଭୁବନେଶ୍ୱର: ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ଶାନ୍ତି ପ୍ରତିଭା ସମ୍ମାନ ୨୦୧୮ କମିଶନରେଟ ପୁଲିସ ଭୁବନେଶ୍ୱରରେ ଏସିପି ଭାବେ କାର୍ଯ୍ୟରତ ଥିବା ମାନସ ଗଡନାୟକଙ୍କୁ ପ୍ରଦାନ କରାଯାଇଛି । ଏଥିରେ ଯୁଗ୍ମ ପୁଲିସ କମିଶନର ରାଜ କିଶୋର ପାଇକରାୟ ଶ୍ରୀ ଗଡନାୟକଙ୍କୁ… Read more »

ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସର ୫ ବର୍ଷ ପରେ ବି ଆରମ୍ଭ ହୋଇନି କୋଏଲ୍ ନଦୀରେ ବନ୍ଧ ନିର୍ମାଣ

ରାଉରକେଲା: ରାଉରକେଲା ନିକଟବର୍ତ୍ତୀ ବୈକୁଣ୍ଠ ଘାଟଠାରେ କୋଏଲ ନଦୀରେ ବ୍ୟାରେଜ୍ ଓ ସେତୁ ପ୍ରକଳ୍ପ ଲାଗି ଯେଉଁ ସ୍ଥାନରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସେଠାରେ ଏହି ପ୍ରକଳ୍ପ ନିର୍ମିତ ହେବ ନାହିଁ । ଏହା ବଦଳରେ ପ୍ରକଳ୍ପ ସ୍ଥାନ ଠାରୁ… Read more »

ଲାଞ୍ଚୁଆ ପୁଲିସ ଅଧିକାରୀ ସାବଧାନ! ଲାଞ୍ଚ ମାଗିଲେ ଏବେ ଅପଣଙ୍କ ଉପରେ ଭାରି ପଡ଼ିବେ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର: କମିଶନରେଟ ପୁଲିସରେ କାର୍ଯ୍ୟରତ ପୁଲିସ ଅଧିକାରୀ ଏଣିକି ସାବଧାନ । କୌଣସି ମାମଲା ସମାଧାନ କରିବା ବା କେସ୍ ରଫାଦଫା କରିବା ପାଇଁ ଲଞ୍ଚ ନେବାକୁ ଭାବିଛନ୍ତି କି? ତାହାଲେ ରହିଯାଆନ୍ତୁ । କାରଣ ଏମିତି ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ଲିପ୍ତ… Read more »

‘ସମାଜର ନିରାପତ୍ତା ବଳୟ ମଧ୍ୟରେ ରାଜ୍ୟର ଶିଶୁମାନଙ୍କୁ ରଖିବା ସମସ୍ତଙ୍କ କର୍ତ୍ତବ୍ୟ’

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ଯତ୍ନ ଗୃହ, ପର୍ଯ୍ୟବେକ୍ଷଣ ଗୃହ, ସ୍ୱତନ୍ତ୍ର ଗୃହର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ ମୁକ୍ତ ଆଶ୍ରୟସ୍ଥଳର ପ୍ରକଳ୍ପ ସଂଯୋଜକମାନେ ଉପସ୍ଥିତ… Read more »

ପୋଖରୀରେ ବୁଡ଼ି ଦୁଇ ନାବାଳକ ଛାତ୍ର ମୃତ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ଆଜି ଏକ ଦୁଃଖଦାୟକ ଘଟଣା ଘଟିଛି । ଯାହା ପୁରା ବାଲିକୁଦା ବ୍ଲକ ଅଧିନ ସିଙ୍ଗିରି ଗ୍ରାମରେ ଶୋକାକୁଳ ପରିବେଷ ଆଣିଦେଇଛି । ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ସ୍କୁଲ ଛାତ୍ର ପାଣିରେ ବୁଡ଼ି ମୃତ୍ୟୁବରଣ… Read more »

ଶ୍ରୀମନ୍ଦିରରେ ଏବେ ଥାଳି ଦରରେ ଅବଢ଼ା ମିଳିବ, ଜାଣନ୍ତୁ କେତେ ଟଙ୍କାରେ ମିଳିବ ମହାପସାଦ

ପୁରୀ: ପୁରୀ ଶ୍ରୀମନ୍ଦିରରେ ମନଇଛା ଅବଢ଼ା ବିକ୍ରି ହେଉଥିବାରୁ ଏହାକୁ ଏକ ସରଳ ଢ଼ାଞ୍ଚାରେ ବିକ୍ରି କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏକ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏବେ ଭକ୍ତମାନେ ଉଚିତ୍ ମୂଲ୍ୟରେ ଅବଢ଼ା ପାଇପାରିବେ ।… Read more »