କିନ୍ନର ମୀରା ପରିଡ଼ାଙ୍କୁ ଉଦେଶ୍ୟମୂଳକ ଭାବେ ହତ୍ୟା ଉଦ୍ୟମ ଅଭିଯୋଗ, ଅଳ୍ପକେ ବର୍ତ୍ତିଲେ ମୀରା

ଭୁବନେଶ୍ୱର: ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି କିନ୍ନର ମୀରା ପରିଡ଼ାଙ୍କୁ ଉଦେଶ୍ୟମୂଳକ ଭାବେ ହତ୍ୟା ଉଦ୍ୟମ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି । କିନ୍ନର ମୀରା ଆଜି କୌଣସି ଏକ କାମରେ ଭୁବନେଶ୍ୱରରୁ ବେଗୁନିଆ ଯାଉଥିବା ବେଳେ ତାଙ୍କ ଗାଡ଼ିକୁ ଏକ… Read more »

ଲଜ୍ଜା: ଝିଆରୀକୁ ଗର୍ଭବତୀ କଲେ ପୁଲିସ ଦାଦା, ବନ୍ଧା ହେଲେ ପୁଲିସ ଏଏସଆଇ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାରେ ପୁଲିସର ଆଉ ଏକ ଲଜ୍ଜାଜନକ କାଣ୍ଡ ଦେଖିବାକୁ ମିଳିଛି । ଯାହା ରାଜ୍ୟ ପୁଲିସର ମାନମର୍ଜ୍ୟାଦାକୁ ପଦାରେ ପକାଇଛି । ରକ୍ତ ସମ୍ପର୍କର ଝିଆରୀକୁ ଗର୍ଭବତୀ କରି ଗିରଫ ହୋଇଛନ୍ତି ଜଣେ ପୁଲିସ ଏଏସଆଇ । ଚାଉମିନ୍… Read more »

ଓଡ଼ିଶା ଆସିଲେ, ଭାରତରତ୍ନ ସ୍ୱର୍ଗତଃ ଅଟଳଜୀଙ୍କ ଅସ୍ଥି କଳସକୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା ଆଜି ସଂଧ୍ୟାରେ ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରି ବାଜପେୟୀଙ୍କ ଅସ୍ଥି କଳସକୁ ସ୍ୱହସ୍ତରେ ଆଣି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲେ । ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ହଜାର ହଜାର ଜନସମାବେଶ ଭିତରେ… Read more »

ଲଗାମଛଡା ଡ୍ୟାନ୍ସବାର, ହାତଗୁଞ୍ଜା ନେଇ ଘଣ୍ଟ ଘୋଡାଉଛି ପୁଲିସ, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କେବେ?

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଛତୁଫୁଟିଲା ଭଳି ଡ୍ୟାନ୍ସବାର ଖୋଲୁଛି । ମଦ ସାଙ୍ଗକୁ ସୁନ୍ଧରୀ ତରୁଣୀଙ୍କୁ ଆଣି ମଧ୍ୟ ଏସବୁ ବାରଗୁଡିକରେ ନଚାଯାଉଛି । ଯାହା ଗ୍ରାହକଙ୍କ ପାଇଁ ଭାରପୁର ମନୋରଞ୍ଜନ ଯୋଗାଇ ଦଉଛି । ଖାଲି ଏତିକି ନୁହେଁ… Read more »

ଯୁବକଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିବା ଘଟଣା: ୨୪ଘଣ୍ଟା ପରେ ବି ପୁଲିସ ହାତ ଖାଲି, ଅନ୍ୟପଟେ ପୁଲିସର ତନାଘନା ଜାରି

ଭୁବନେଶ୍ୱର: ଯୁବକଙ୍କୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିବା ଘଟଣାକୁ ୨୪ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସକୁ ମିଳିନି କୌଣସି ସଫଳତା । ଅନ୍ୟପଟରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଥିବା ପୁଲିସ ସୂଚନା ଦେଇଛି । ହତ୍ୟା… Read more »

ଅମାନିଆ ମନ, ପ୍ରେମିକାକୁ ମନାଇବାକୁ ଯାଇ ପ୍ରେମିକ ପୋତିଲେ ୩୦୦ରୁ ଅଧିକ ପ୍ରେମ ନିବେଦନ ହୋର୍ଡିଂ ଓ ପୋଷ୍ଟର

ପୁଣେ: ମାସ ମାସ ଧରି ଜଣେ ଯୁବତୀଙ୍କୁ ପ୍ରେମ କରି ଆସୁଥିଲେ ଜଣେ ପ୍ରେମିକ । ହେଲେ ହଠାତ୍ ଏମିତି କ’ଣ ହେଲା ଯେ ଦୁହିଁଙ୍କ ଭିତରେ ଝଗଡ଼ା ଓ ମନାନ୍ତର ଆସିଗଲା । ଏତେ ରାଗରୁସା ଭିତରେ ପ୍ରମିକ ଜଣଙ୍କ… Read more »

ସେୟାର ବଜାରରେ ଟଙ୍କା ବିନିଯୋଗ କର, ୬ମାସରେ ୪ଗୁଣ ହୋଇଯିବ କହି ଲକ୍ଷାଧିକ ଠକିଲେ, ରାଜଧାନୀରୁ ୪ ହାଇ ପ୍ରୋଫାଇଲ୍ ସାଇବର ଦଲାଲ ଗିରଫ

ଭୁବନେଶ୍ୱର: ବିଦେଶ ସେୟାର ବଜାରରେ ଟଙ୍କା ବିନିଯୋଗ କଲେ ୬ ମାସରେ ୪ ଗୁଣ ହେବାର ଲୋଭନୀୟ ପ୍ରତିଶ୍ରୁତି ଦେଇ ୩୦ଲକ୍ଷ ଟଙ୍କା ଠକେଇ କରିଛନ୍ତି କିଛି ଦଲାଲ । ସେମାନଙ୍କୁ ରାଜଧାନୀର ଏକ ହୋଟେଲରୁ ଗିରଫ କରିଛି କମିଶନରେଟ ପୁଲିସ… Read more »

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ପୁଣି ରାଜଧାନୀରେ ମାତିଲେ ଅସମାଜିକ ବ୍ୟକ୍ତି । ଭୁବନେଶ୍ୱରସ୍ଥିତ ନୟାପଲ୍ଲୀ ଥାନା ଅଚଂଳରେ ଥିବା ସରକାରୀ ହାଇସ୍କୁଲ ପଛପଟୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଉଦ୍ଧାର କରିଛି କମିଶନରେଟ ପୁଲିସ । ଖବର ପାଇ ଥାନା ଅଧିକାରୀ ଉମାକାନ୍ତ… Read more »

ଶିକ୍ଷା କ୍ଷେତ୍ରରେ ବାହାସ୍ପଟ ମାରୁଛି ରାଜ୍ୟ ସରକାର, ଅନ୍ୟପଟରେ ୧୪୦ବର୍ଷର ପୁରୁଣା ସରକାରୀ ବିଦ୍ୟାଳୟ ଅବସ୍ଥା ଦେଖିଲେ ଆପଣ ଛି ଛି କରିବେ

ରା.ଉଦୟଗିରି: ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସରକାର ବାଃ ବାଃ ନେଉଥିବା ସହ ସର୍ବଶିକ୍ଷା ଅଭିଯାନ ଦ୍ୱାରା ସ୍କୁଲ ଓ ପିଲାମାନଙ୍କ ପାଠପଢ଼ା ନିମନ୍ତେ ସବୁୁ ତାଡୁଥିବା ଭାରି ଭାଷଣ ମରୁଥିବା ବେଳେ ଅନ୍ୟପଟରେ ମୋହନା ବ୍ଲକ ଚନ୍ଦ୍ରଗିରି ନିକଟସ୍ଥ ଧାଡିଆମ୍ବ ସରକାରୀ… Read more »

ତିନି ବର୍ଷ ତଳେ ସଡ଼କ ଦୁର୍ଘଟଣାରେ ମରିଯାଇଥିବା ସ୍ୱାମୀଙ୍କ ମୃତ୍ୟୁ ପରେ ମାତୃତ୍ୱ ଲାଭ କଲେ ବିଧବା ପତ୍ନୀ, ଜାଣନ୍ତୁ କେମିତି ହେଲା ସମ୍ଭବ…

ମୁମ୍ବାଇ: ପରିବାରରେ ସନ୍ତାନଟିଏ ଜନ୍ମ ନେଲେ ଖୁସିର ଲହରୀ ଖେଳିଯାଇଥାଏ । କିନ୍ତୁ ଜଣେ ବିଧବା ମା’ ଯଦି ସନ୍ତାନକୁ ଜନ୍ମ ଦିଆନ୍ତି ତାହାଲେ ଦୁନିଆରେ ଏହାଠାରୁ ଅଧିକ ଖୁସି କାହାକୁ ମିଳିନପାରେ । ଏମିତି ଏକ ଘଟଣା ମୁମ୍ବାଇରେ ଘଟିଛି… Read more »