‘ସମାଜର ନିରାପତ୍ତା ବଳୟ ମଧ୍ୟରେ ରାଜ୍ୟର ଶିଶୁମାନଙ୍କୁ ରଖିବା ସମସ୍ତଙ୍କ କର୍ତ୍ତବ୍ୟ’

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଶୁ ଯତ୍ନ ଗୃହ, ପର୍ଯ୍ୟବେକ୍ଷଣ ଗୃହ, ସ୍ୱତନ୍ତ୍ର ଗୃହର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ ମୁକ୍ତ ଆଶ୍ରୟସ୍ଥଳର ପ୍ରକଳ୍ପ ସଂଯୋଜକମାନେ ଉପସ୍ଥିତ… Read more »

ପୋଖରୀରେ ବୁଡ଼ି ଦୁଇ ନାବାଳକ ଛାତ୍ର ମୃତ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲାରେ ଆଜି ଏକ ଦୁଃଖଦାୟକ ଘଟଣା ଘଟିଛି । ଯାହା ପୁରା ବାଲିକୁଦା ବ୍ଲକ ଅଧିନ ସିଙ୍ଗିରି ଗ୍ରାମରେ ଶୋକାକୁଳ ପରିବେଷ ଆଣିଦେଇଛି । ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ସ୍କୁଲ ଛାତ୍ର ପାଣିରେ ବୁଡ଼ି ମୃତ୍ୟୁବରଣ… Read more »

ଶ୍ରୀମନ୍ଦିରରେ ଏବେ ଥାଳି ଦରରେ ଅବଢ଼ା ମିଳିବ, ଜାଣନ୍ତୁ କେତେ ଟଙ୍କାରେ ମିଳିବ ମହାପସାଦ

ପୁରୀ: ପୁରୀ ଶ୍ରୀମନ୍ଦିରରେ ମନଇଛା ଅବଢ଼ା ବିକ୍ରି ହେଉଥିବାରୁ ଏହାକୁ ଏକ ସରଳ ଢ଼ାଞ୍ଚାରେ ବିକ୍ରି କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏକ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏବେ ଭକ୍ତମାନେ ଉଚିତ୍ ମୂଲ୍ୟରେ ଅବଢ଼ା ପାଇପାରିବେ ।… Read more »

ଝରକା ଗ୍ରିଲ ତାଡ଼ି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍

ଭୁବନେଶ୍ୱର: ଘରେ କେହି ନଥିବାର ସୁଯୋଗ ନେଇ ଚନ୍ଦ୍ରଶେଖପୁର ଥାନା ଅଧିନ ଶୈଳେଶ୍ରୀବିହାର ଅଚଂଳରେ ଦୁର୍ବୃତ୍ତ ଏକ ବଡ଼ ଧରଣର ଲୁଟପାଟ ଭିଆଇଛନ୍ତି । ଘର ଝରକା ଗ୍ରିଲ ତାଡ଼ି ଲୁଟେରାମାନେ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ରୂପା,… Read more »

ଏହି ୩ଟି ଫୁଲରୁ ବାଛନ୍ତୁ ଗୋଟିଏ ଫୁଲ, ଆପଣଙ୍କ ପସନ୍ଦ କହିବ ଆପଣଙ୍କ ଭବିଷ୍ୟ, ଜାଣନ୍ତୁ କଣ ରହିଛି ?

ଛୋଟ ପିଲା ଯୁବାବସ୍ଥାରେ ପହଂଚିବା ପରେ ସେ ପ୍ରଥମେ ତାର ଭବିଷ୍ୟ ବିଷୟରେ ଚିନ୍ତା କରିଥାଏ ।ଖାଲି ଏତିକି ନୁହେ ପ୍ରତି ଲୋକେ ଜାଣିବାକୁ ଚାହାଁନ୍ତି କି ଆଗକୁ ଭବିଷ୍ୟତରେ ତାଙ୍କ ସହିତ କଣ ହେବ ଭଲ ନା ଖରାପ ।… Read more »

ସନ୍ଦେହଜନକ ଅବସ୍ଥାରେ ହୋଟେଲରୁ ଉଦ୍ଧାର ହେଲା ବେଙ୍ଗଲୀ ଅଭିନେତ୍ରୀଙ୍କ ମୃତଦେହ, ଖୋଜା ଚାଲିଛି ଡେଥ୍ ମିଷ୍ଟ୍ରି

କୋଲକାତା: ପଶ୍ଚିମବଙ୍ଗର ସିଲିଗୁଡ଼ି ସ୍ଥିତ ଏକ ହୋଟେଲ ରୁମରୁ ଜଣେ ବେଙ୍ଗଲୀ ଅଭିନେତ୍ରୀଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ଅଭିନେତ୍ରୀ ଜଣଙ୍କ ହେଲେ ପାୟଲ ଚକ୍ରବର୍ତ୍ତୀ । ତାଙ୍କର କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ… Read more »

ଲାଗି ରହିବ ଲଘୁଚାପ ଜନିତ ବର୍ଷା, ଆହୁରି ୪୮ଘଣ୍ଟା କାଚିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉଗ୍ର ରୂପ ନେବା ଫଳରେ ଆଜି ସକାଳୁ ରାଜ୍ୟର ବହୁ ସ୍ଥାନରେ ପବନ ସାଙ୍ଗକୁ ବର୍ଷା ଲାଗି ରହିଛି । ଖାଲି ଏତିକି ନୁହେଁ ଏହାର ପ୍ରଭାବରେ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ… Read more »

ନକଲି ସୁନା ଇଟା ଦେଇ ୭ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ୩ଅଟକ

ଆର.ଉଦୟଗିରି: ନକଲି ସୁନା ଇଟା ଦେଇ ୭ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଆର.ଉଦୟଗିରି ଥାନା ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଘଟଣାଟି ଘଟିଛି ଗଜପତି ଜିଲ୍ଲା ଟିକାମାଳ ଗାଁରେ । ଉକ୍ତ ଗାଁର ଦୁଇ… Read more »

ମାମଲା ରଫାଦଫା କରିବା ପାଇଁ ୫୦ହଜାର ଲାଞ୍ଚ ନେଇ ଗିରଫ ହେଲେ ଜଟଣୀ ଥାନା ଅଧିକାରୀ, କୋର୍ଟ ଚାଲାଣ ବେଳେ ପ୍ରବଳ ବିରୋଧ

ଭୁବନେଶ୍ୱର: କମିଶନରେଟ ପୁଲିସ ଅଧୀନରେ ଥିବା ଜଟଣୀ ଥାନା ଅଧିକାରୀ ଲାଞ୍ଚ ନେବା ଘଟଣା ପୁରା ରାଜଧାନୀବାସୀଙ୍କୁ ବିରକ୍ତ ଭାବର ଖୋରାକ ଯୋଗାଇଛି । ଖବର ପ୍ରଘଟ ହେବା ମାତ୍ରେ ଚାରିଆଡ଼େ ବିରୋଧର ବାତାବରଣ ଉପୁଜିଛି । ଖରାପ ଭାଷାରେ ଗାଳିଗୁଳଜ… Read more »

ଓଡ଼ିଶା ପୁଲିସ ନାଁ ପଦାରେ ପକାଇଲେ ଜେଲର ବାବୁ, ଯୁବତୀଙ୍କ ସହ ଶହେ ଶହେରେ ଖେଳ

ଭଦ୍ରକ: ନାରୀକୁ ସୁରକ୍ଷା ଓ ସମ୍ମାନ ଦିଅ । ଏମିତି ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ପୁଲିସ ବାରମ୍ବାର କରୁଛି । ହେଲେ ମହିଳାଙ୍କୁ ସୁରକ୍ଷା ଦେବେ କ’ଣ ଜଣେ ଯୁବତୀଙ୍କ ଜୀବନ ସହ ଖେଳିଛନ୍ତି ଜଣେ ପୁଲିସ ବାବୁ । କହିବାକୁ… Read more »