ଦେଖନ୍ତୁ ଆଲୋକିକ ଦୃଶ୍ୟର ଭିଡ଼ିଓ: ସାଇବାବାଙ୍କ ମୁଣ୍ଡରୁ ଝରୁଛି ମହୁ, ପଢ଼ନ୍ତୁ ଓ ସେୟାର କରନ୍ତୁ

ଦେଖନ୍ତୁ ଆଲୋକିକ ଦୃଶ୍ୟର ଭିଡ଼ିଓ: ସାଇବାବାଙ୍କ ମୁଣ୍ଡରୁ ଝରୁଛି ମହୁ, ପଢ଼ନ୍ତୁ ଓ ସେୟାର କରନ୍ତୁ
ଦେଖନ୍ତୁ ଆଲୋକିକ ଦୃଶ୍ୟର ଭିଡ଼ିଓ: ସାଇବାବାଙ୍କ ମୁଣ୍ଡରୁ ଝରୁଛି ମହୁ, ପଢ଼ନ୍ତୁ ଓ ସେୟାର କରନ୍ତୁ

ଭୁବନେଶ୍ୱର: ସାଇବାବାଙ୍କ ଅପାର ମହିମା । କେବେ ସେ ଭକ୍ତମାନଙ୍କୁ ଗଛ କୋରଡ଼ରେ ଦୃଶ୍ୟମାନ ହୁଅନ୍ତି ତ କେବେ ଅନ୍ୟ ଅବତାରରେ । ତେବେ ବାଙ୍କୀ ଅଚଂଳରୁ ବାବାଙ୍କ ଏମିତି ଏକ ଦୃଶ୍ୟ ଆସିଛି ଯାହା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ । ବାବାଙ୍କ ମୁଣ୍ଡରୁ ଝର ଝର ହୋଇ ମହୁ ବହୁଥିବା ଦେଖିବାକୁ ମିଳିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ କୂଅମଡା ଗ୍ରାମରେ ଥିବା ସାଇବାବାଙ୍କ ମନ୍ଦିରରେ । ଖବର ପ୍ରଘଟ ହେବା ପରେ ମନ୍ଦିରରେ ଭକ୍ତଙ୍କ ସୁଅ ଛୁଟିଥିଲା । ବାବାଙ୍କ ଏହି ଅପାର ଲିଳାକୁ ଦେଖିବା ପାଇଁ ଶତାଧିକ ଭକ୍ତ ରୁଣ୍ଢ ହେବା ସହ ସମସ୍ତଙ୍କ ମୁହଁରୁ ଗୋଟିଏ ଶବ୍ଦ ବାହାରି ଥିବା ବାବା ହେଉଛନ୍ତି ଶ୍ରଦ୍ଧା ଓ ସବୁରୀର ପ୍ରତିକ ।

Share this story

World Odia Language Conferene