ଝିଅଙ୍କୁ ଉତ୍ତେଜିତ କରିବାର ସହଜ ଉପାୟ ! ବାସ କରନ୍ତୁ ଏହି ୫ଟି କାମ ତା ପରେ…

ଝିଅଙ୍କୁ ଉତ୍ତେଜିତ କରିବାର ସହଜ ଉପାୟ ! ବାସ କରନ୍ତୁ ଏହି ୫ଟି କାମ ତା ପରେ…
ଝିଅଙ୍କୁ ଉତ୍ତେଜିତ କରିବାର ସହଜ ଉପାୟ ! ବାସ କରନ୍ତୁ ଏହି ୫ଟି କାମ ତା ପରେ…

ମହିଳା ଓ ପୁରୁଷ ଉଭୟଙ୍କର ଯୌନଉତ୍ପୀଡ଼ନା କରାଇବା ପରି ଅଙ୍ଗ ରହିଥାଏ । ଏହି ଅଙ୍ଗ ଶାରୀରିକ ସମ୍ବନ୍ଧ ସମୟରେ ଯୌନଉତ୍ପୀଡ଼ନା ପାଁଇ ସହାୟକ ହେଇଥାଏ । ଏହା ଛଡା ଆପଣ ଏହି ସବୁ ଅଙ୍ଗକୁ ସ୍ପର୍ଶ କରି ଆପଣଙ୍କ ପାର୍ଟନରଙ୍କୁ ଯୌନଉତ୍ପୀଡ଼ନା ପାଁଇ ମନାଇ ପାରିବେ । ତେବେ ଆଜି ଆସନ୍ତୁ ଆଲୋଚନା କରିବା ଯୌନଉତ୍ପୀଡ଼ନା ପାଁଇ ଆପଣ କେଉଁ ଉପାୟକୁ ଅଵଲମ୍ଭନ କରିବେ ।

-ଝିଅଙ୍କର ବେକ ପଛ ପଟେ କିସ ଦିଅନ୍ତୁ: ଏପରି ହେଇ ନ ଥାଏ କି ଆପଣ ପହଁଚିଲେ ଓ ସେକ୍ସ କରିବା ଆରମ୍ଭ କରିଦେଲେ । ସେକ୍ସ କରିବା ପୂର୍ବରୁ ଝିଅଙ୍କୁ ରାଜି କରାଇବା ନିହାତି ଜରୁରୀ ଅଟେ ଏବଂ ସେ ସମୟରେ ଆପଣ ଟିକେ ପ୍ରେମ ମଧ୍ୟ କଥା ହେବା ଉଚିତ । ଏବଂ ଆପଣ ସେ ସମୟରେ ଝିଅଙ୍କର ବେକ ପଛ ପଟେ କିସ ଦିଅନ୍ତୁ ଦେଖିବେ ଝିଅଙ୍କର କାମ ଉତେଜନା ବୃଦ୍ଧିପାଇବ ।

-କାନ: ମହିଳାଙ୍କର କାମ ଉତେଜନା ବୃଦ୍ଧିପାଇବା ପାଁଇ ଆଉ ଏକ ଅଙ୍ଗ ହେଲା କାନ । କାରଣ କାନ ପାଖରେ ଚେତନା ସ୍ନାୟୁ ରହିଥାଏ ଏବଂ ଏହି ସ୍ନାୟୁ ମହିଳାଙ୍କୁ କାମ ଉତେଜନା ପ୍ରତି ଆକର୍ଷିତ କରିଥାଏ ।

-ଗୋଡ଼: ମହିଳାଙ୍କର ଗୋଡ଼କୁ ହାଲ୍କାରେ ଆଉସିଲେ ମଧ୍ୟ ମହିଳାଙ୍କର କାମ ଉତେଜନା ବୃଦ୍ଧିପାଇଥାଏ । କାରଣ ଆପଣ ମହିଳାଙ୍କର ଗୋଡ଼କୁ ସ୍ପର୍ଶ କରିବା ଦ୍ୱାରା ତାହାର ଏକ ବଡ଼ ପ୍ରତିକ୍ରିୟା ମସ୍ତିଷ୍କରେ ହେଇଥାଏ ଯାହା କି ମହିଳାଙ୍କୁ କାମ ଉତେଜନାରେ ଆକର୍ଷିତ କରିଥାଏ ।

-ଛାତିରେ ଆଲିଙ୍ଗନ କରିବା: ଯେତେବେଳେ ମହିଳାମାନେ ମନ ଖୋଲିକି ପୁରୁଷଙ୍କ ସହ ଆଲୋଚନା କରିଥାନ୍ତି ତ ସେ ସମୟରେ ପୁରୁଷମାନେ ସେ ବିଶେଷ ମୁହୂର୍ତ୍ତକୁ ଆହୁରି ରୋମାଞ୍ଚକର କରିବା ପାଁଇ ମହିଳାଙ୍କୁ ଛାତିରେ ଆଲିଙ୍ଗନ କରନ୍ତୁ ।

-ଓଠ: କିସ କରିବା ଏକ ଏପରି ପ୍ରକ୍ରିୟା ଯାହା ଦ୍ୱାରା କି ମହିଳାମାନେ ଅଧିକ ପରିମାଣ କାମ ଉତେଜନା ପ୍ରତି ଆକର୍ଷିତ ହେଇଥାନ୍ତି । ତେଣୁ ଜଣେ ମହିଳାଙ୍କ ସହ ସେକ୍ସ ସମ୍ବନ୍ଧ ବନେଇବା ସମୟରେ ପ୍ରଥମେ ଓଠକୁ କିସ କରିବାକୁ ଭୁଲନ୍ତୁ ନାହିଁ ।

-ଶାରୀରିକ ମସାଜ: ପୁଅ ହୁଅନ୍ତୁ କିମ୍ବା ଝିଅ ଦୁହେଁ ପରିଶ୍ରମ କରିବା ଦ୍ୱାରା ଥକି ଯାଇଥାନ୍ତି କିନ୍ତୁ ସେକ୍ସ ପୂର୍ବରୁ ମହିଳା ସାଥିଙ୍କୁ ଆପଣ ଯଦି ଅଳ୍ପ ମସାଜ କରନ୍ତି ତେବେ ତାଙ୍କର କାମ ଉତେଜନା ବୃଦ୍ଧିପାଇଥାଏ ।

Share this story

World Odia Language Conferene