ନୂଆ ତରିକା: ଧନଲୋ ଟିକେ ଧିରେ ଧିରେ !

rr

ଓଡିଆ ଗସିପ୍ ବ୍ୟୁରୋ: ପାଠକଙ୍କୁ ପ୍ରଣାମ । ଆମ ଡିଜିଟାଲ ପୃଷ୍ଠାକୁ ଆସିଥିବାରୁ ଆମେ କୃତଜ୍ଞ । ଆଜିର ଲେଖା କିଛି ଖାସ । ଭଲ ଲାଗିଲେ ଆମକୁ ପ୍ରତିକ୍ରିୟା ଦେବେ । ହଉ ଏବେ ବିଷୟକୁ ଆସିବା । ପାଠକେ ଆପଣେ ଜାଣିଛନ୍ତି ।ବଦଳୁଛି ସମୟ ଆଉ ସମୟ ସହ ତାଳ ଦେଇ ସବୁକିଛି । ଏଇ ଯେମିତି ବିଜ୍ଞାନ କଥା । ଆମ ଜୀବନକୁ କେତେ ସରସ କରିଛି । ମନ୍ଦ ବି ଅଛି କିନ୍ତୁ ଭଲ ଅଧିକା । ଜୀବନକୁ ଅଧିକ ରୋମାଞ୍ଚିତ କଲା ଭଳି ତରିକା ବି ବେଶ୍ ଖୁସି ଲାଗେ । ନୂଆ ତରିକା ଆପଣାଇଲା ପରେ ମୋତେ ଖୁସି ଲାଗିଲା । ହଁ ଏ ତରିକା ପୂର୍ବର ସବୁ ତରିକାଠୁ ଟିକେ ନିଆରା ।

ଆଦରି ପାରିଲେ ଆପଣଙ୍କ ଜୀବନ ସୁଖମୟ ହେବ । ଯଦି ବିବାହିତ ସଂସାର ହସ ଖୁସିରେ ଆଉ ଯଦି ଅବିବାହିତ ତେବେ ବି ଆଗକୁ ମିଳିବାକୁ ଥିବା ଖୁସି ପାଇଁ ଏହାକୁ ଆପଣାଇବେ । ଅଧିକ କନଫ୍ୟୁଜନ ନ କରି କହୁଛି ଶୁଣନ୍ତୁ । ଦ୍ରୁତ ଗତି ମହା ବିପତ୍ତି, ଗାଡ଼ି ଟିକେ ଧିରେ ଚଲାନ୍ତୁ ଆଉ ରହିଲା କଣ ସ୍ପିଡ୍ ଡ୍ରାଇଭ ଆନନ୍ଦ ଦିଏ କିନ୍ତୁ ଜୀବନ ନିଏ ।

 

ସେଥିପାଇଁ ତ ଜୀବନର ମୂଲ୍ୟ ଜାଣିଥିବା ଜଣେ ଭାଇ ଏମିତି କିଛି କରିଛନ୍ତି ଯାହା ଦେଖି ସମସ୍ତେ ଖୁସି ହେଉଛନ୍ତି ସାଧୁବାଦ ବି ଦେଉଛନ୍ତି । କାହିଁକି ନା ପ୍ରତିଟି ଅଜନବୀକୁ ସେ ଭଲ ପାଇ ବସିଛନ୍ତି । ଆଉ ଆଖିରେ ଆଖି ନମିଶାଇ କହୁଛନ୍ତି ଧନଲୋ ଧିରେ ଧିରେ । କାହାଣୀର ଅନ୍ତ ପାଇଁ ଫଟୋକୁ ନିରେଖି ଦେଖନ୍ତୁ । ଆଶା ଜାଣିପାରିବେ । ଭଲ ଲାଗିଲେ ପ୍ରୟାସ ସଫଳ ହେବ ।

Share this story

World Odia Language Conferene