Category: ଗସିପ ସ୍ପେଶାଲ

ଅଭିମାନ ନା ସ୍ୱାଭିମାନ ! ଏଥର ବି ଦୁରେଇ ରହିଲେ ବି.କେ.ଶର୍ମା

ଭୁବନେଶ୍ୱର: ଅଭିମାନ ନା ସ୍ୱାଭିମାନ ! ରାଗ ନା ବୈରାଗ ! କେଉଁ କାରଣ ପାଇଁ ପୁଲିସ ବିଭାଗରୁ ଦୁରେଇ ରହିଛନ୍ତି ହୋମଗାର୍ଡ ଓ ଅଗ୍ନିଶମ ଡିଜି ବି.କେ.ଶର୍ମା । ପୁଲିସ ବିଭାଗର ତଳଠୁ ଉପର ଯାଏଁ ଏପରିକି ପ୍ରଶାସନିକ ଓ… Read more »

ସିବିଆଇ ନୋଟିସ ସତ ନା ଚାଲ, କାହିଁକି ଆରୁଣଙ୍କୁ ଡାକରା, କାହିଁକି ଧର୍ମେନ୍ଦ୍ର ଖପ୍ପା…

ଭୁବନେଶ୍ୱର: ବିଜେଡି ବିଧାୟକ ଅରୁଣ ସାହୁଙ୍କୁ କାହିଁକି ସିବିଆଇ ଟାର୍ଗେଟ କରୁଛି ? ପ୍ରକୃତରେ କଣ ସିବିଆଇ ତାଙ୍କ ବିରୁଦ୍ଧରେ କିଛି ପ୍ରମାଣଯୋଗ୍ୟ ତଥ୍ୟ ପାଇଛି, ନା ଧର୍ମେନ୍ଦ୍ର ପ୍ରଧାନ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜରିଆରେ ନିଜ ପୁରୁଣା ରାଗ… Read more »

ଖାକି ବଦନାମ, ସନ୍ଦିଗ୍ଧ ଯୁବତୀଙ୍କୁ ବନ୍ଧୁକ ଦେଇ ଟହଲ ମାରିଲେ ସୁରକ୍ଷା କର୍ମୀ

ଭୁବନେଶ୍ୱର: ସମୟ ପ୍ରାୟ ୯.୩୦ଟା ହେବ । ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ସାଧାରଣତନ୍ତ୍ର ଦିବସ ପୁରା ଧୁମଧାମରେ ପାଳନ ସରିଥିବା ବେଳେ ଠିକ୍ ଏହି ସମୟରେ ପରେଡ଼ ସ୍ଥଳେ ଏମିତି କିଛି ଦୁର୍ଶ୍ୟ ଦେଖିବାକୁ ମିଳିଥିଲା, ଯାହା ପୁଲିସ ପୋଷାକରେ… Read more »

ନୂଆ ତରିକା: ଧନଲୋ ଟିକେ ଧିରେ ଧିରେ !

(ଅତିଥି ଲେଖକ: ପ୍ରେମ୍ ଅଥର) ପାଠକଙ୍କୁ ପ୍ରଣାମ । ଆମ ଡିଜିଟାଲ ପୃଷ୍ଠାକୁ ଆସିଥିବାରୁ ଆମେ କୃତଜ୍ଞ । ଆଜିର ଲେଖା କିଛି ଖାସ । ଭଲ ଲାଗିଲେ ଆମକୁ ପ୍ରତିକ୍ରିୟା ଦେବେ । ହଉ ଏବେ ବିଷୟକୁ ଆସିବା ।… Read more »

ଏମିତି ବି ହୁଏ ! ଗଧ ନୁହନ୍ତି ମୋଦି

ଭାଇ ଓ ଭଉଣୀମାନେ ପ୍ରଥମରୁ ଦି ଧାଡ଼ି, ଦେହକୁ ନେବେନି । ଆଶା ଶୀର୍ଷକଟି ଶଙ୍ଖୁଆ ବାହିନୀକୁ ବୋବାଲ ଲାଗିଥିବ । କଂଗ୍ରେସିଆକୁ କୁତୁ କୁତୁ । ପଦ୍ମ ଦଳିଆ କିନ୍ତୁ ପେଁ ପେଁ ରଡି ଛାଡୁଥିବେ ବୋଲି ଆଶଙ୍କା ।… Read more »

ଗୋଲଡେନ ବାବା ଗିରଫଦାରୀର ଫାଇଦା ନେଉଛନ୍ତି ଛାତ୍ରନେତା, ରହିଛି ଶାସକ ଦଳ ବିଧ୍ୟାୟକଙ୍କ ଆଶୀର୍ବାଦ !

ଭୁବନେଶ୍ୱର: ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ଗିରଫଦାରୀ ପରେ ରାଜନୈତିକ ମହଲରେ ଏବେ ଉଷ୍ମତା ଦେଖାଦେଇଛି । ଗୋଟେ ପଟେ ଗିରଫ ବାବାଙ୍କ ସହ ବହୁ ଶାସକ ଦଳର ଲୋକେ ଚାନ୍ଦିହୋଇ ପଡିଥିବା ବେଳେ ଅନ୍ୟ ପଟେ ଏହାର ଭରପୁର… Read more »

ସାନ ଜିନିଷଟା ୬୦, ବଡ଼ ୨ଟା ଶହେ ଶହେ, ଦେଖନ୍ତୁ ଭିଡ଼ିଓ…

ରାସ୍ତା ଫାଙ୍କା ଥିଲା । ହାତ ଗଣତି ଗାଡ଼ି ମୋଟର ଯାଆସ କରୁଥିଲା । ରାସ୍ତା କଡ଼େ ସେ ତା ବେପାର ଜମେଇ ଦେଇଥିଲା । ତା ପାଖରେ ସମସ୍ତଙ୍କୁ ଆକର୍ଷିତ କଲା ଭଳି କିଛି ଜିନିଷ ଥିଲା । ସମସ୍ତେ… Read more »

ବାଜିଲାଣି ନିର୍ବାଚନ ବିଗୁଲ: ଏଥର ଭୁବନେଶ୍ୱରରେ ଆଇଏଏସ୍-ଆଇପିଏସ୍ ଲଢ଼େଇ, ଭୁବନେଶ୍ୱର ଉତ୍ତର ପାଇଁ ପ୍ରାର୍ଥୀ ହେବେ ଚିନୁ ସାହୁ

ଭୁବନେଶ୍ୱର: ବାଜିଲାଣି ନିର୍ବାଚନ ବିଗୁଲ । ୩ଟି ପ୍ରମୁଖ ରାଜନୈତିକ ଦଳ-ବିଜେଡ଼ି, ବିଜେପି ଓ କଂଗ୍ରେସର ନୂଆବର୍ଷ ବ୍ୟାନର ଓ ପାରିପାଶ୍ୱିର୍କ ବାତାବରଣ ଦେଖିଲେ ଏହା ସ୍ପଷ୍ଟ ହୋଇପାରୁଛି । ତେବେ ଏଥରର ବିଧାନସଭା ଓ ଲୋକସଭା ନିର୍ବାଚନ ଅନେକ ଦୃଷ୍ଟିରୁ… Read more »

ଭାରତ ବନ୍ଦ ସନ୍ଧ୍ୟାରେ ରାଜଧାନୀର ରହସ୍ୟ: ତେଲ ମିଳିଲାନି ମଦ ମିଳିଲା, ଦେଖନ୍ତୁ ଭିଡ଼ିଓ…

(ସୌଜନ୍ୟ- ରାମକୃଷ୍ଣ ଡାକୁଆ) ଶୀର୍ଷକଟି ହୁଏତ ଆପଣଙ୍କୁ ଟିକେ ଅଖାଡୁଆ ଲାଗିଥିବ । ଲାଗିଲାନି, ଲାଗିଥିବ । ବିବାଦ ହେଲେ ଅଭିବ୍ୟକ୍ତିର  ଉଦାହରଣ ଦେଇଦେବି । ଏବେ ଆସିବା ପ୍ରସଙ୍ଗକୁ ବହୁତ ଦିନ ପରେ ବ୍ଲଗ ଲେଖୁଥିବାରୁ ମୁ ଉତ୍ସାହିତ ହେବା… Read more »

ପଦ୍ମ ଧାରି ଶକ୍ତିରେ ଖାକି ଚିତ୍ ପଟାଙ୍ଗ, ଦେଖନ୍ତୁ ଭିଡ଼ିଓ…

ଭୁବନେଶ୍ୱର: ବୁଧବାର ସକାଳ ୧୧ଟା । ପୁରାପୁରି ସ୍ୱଭାବିକ ଥିଲା ଜନଗହଳି । ନବୀନ ନିବାସରୁ ଫରେଷ୍ଟ ପାର୍କ ଯିବା ରାସ୍ତା ଯାନବାହାନରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା । ହେଲେ ଅଚାନକ ଖବର ଆସିଲା ପଦ୍ମ(ବିଜେପି)ର ମଙ୍ଗ ଧରିଥିବା କିଛି… Read more »