Category: ପଲିଟିକ୍ସ

ପଦ୍ମ ଧରିଲେ ପୂର୍ବତନ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ପୂର୍ବତନ ଆଇଏଏସ୍ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ସେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ… Read more »

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ

ଭୁବନେଶ୍ୱର: ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ୩ ଜଣଙ୍କୁ ନବୀନ ପଟ୍ଟନାୟକ ରାଜ୍ୟସଭାକୁ ପଠାଇଥିବା ସୂଚନା ମିଳିଛି । ସେମାନେ ହେଲେ ଡ଼. ଆମର ପଟ୍ଟନାୟକ, ଡ଼. ସସ୍ମିତ ପାତ୍ର ଓ ଅଶ୍ୱିନୀ… Read more »

ଜୁଲାଇ ୬ରୁ ବିଜେପି କରିବ ସଦସ୍ୟତା ଅଭିଯାନ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ ତାରିଖଠାରୁ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେବ । ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଣ୍ଟନ କରାଯିବ । ପ୍ରତି ବୁଥ ସ୍ତର ଠାରୁ… Read more »

ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କଲେ ନବୀନ, ୨କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ କେନ୍ଦ୍ରାପଡା ଗସ୍ତରେ ଯାଇ ଶ୍ରୀ ବଳଦେବଜୀଉଙ୍କର ଦର୍ଶନ କରିଥିଲେ । ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀ ଜୀଉମାନେ ସ୍ନାନ ମଣ୍ଡପରେ ପୂଜା ପାଉଥିବା ହେତୁ ଶ୍ରୀ ପଟ୍ଟନାୟକ ସ୍ନାନ ମଣ୍ଡପରେ ଠାକୁର… Read more »

ପଢନ୍ତୁ ନବୀନଙ୍କ ମନ୍ତ୍ରୀମଣ୍ଡଳରେ କେଉଁମାନେ ସ୍ଥାନ ପାଇଲେ

ଭୁବନେଶ୍ୱର: ରାତି ପହିଲେ ଶପଥ ଗ୍ରହଣ ଉତ୍ସବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ୨୧ ଜଣ ବିଧାୟକଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲଙ୍କ ଉପସ୍ଥିତରେ ଶପଥ ନେବେ । ତେବେ ଜାଣନ୍ତୁ ନବୀନଙ୍କ ମନ୍ତ୍ରୀମଣ୍ଡଳ ରେ କେଉଁମାନେ ସ୍ଥାନ ପାଇଲେ… Read more »

ମନ୍ତ୍ରୀ ମଣ୍ଡଳରେ ଯୋଗେ ଦେବେ ଏହି ବିଧାୟକ ଗଣ, ନବୀନ ନିବସରୁ ଗଲା ଫୋନ କଲ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଯୋଗ ଦେବା ପାଇଁ ଆଜି କିଛି ବିଧାୟକ ଗଣଙ୍କୁ ନବୀନ ନିବସରୁ ଫୋନ କଲ ଯାଇଛି । ଏପର୍ଯ୍ୟନ୍ତ କାହାକୁ କେଉଁ ପଦ… Read more »

ବଞ୍ଚି ରହିବ ବିଜୁ ଲିଗାସୀ: ହିଂଜିଳିରୁ ପଲିଟିକାଲ ଏଣ୍ଟ୍ରି କରିବେ ଅରୁଣ

ଭୁବନେଶ୍ୱର: ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୂର୍ବ ଭାରତର ଏକୋଇରବାଳା ବିସିକେସନ । ସାରା ଦେଶର ଭୋଟର ମୋଦି ଲହରରେ ଭାସି ଯାଇଥିବା ବେଳେ ଓଡିଶାରେ ଏହି ନିର୍ବାଚନରେ ଆହୁରି ଜୋରରେ ଶୁଭୁଛି ଶଙ୍ଖନାଦ । ଚାରିଆଡେ… Read more »

ପିସିସି ସଭାପତି ଗାଦି ଛାଡିଲେ ନିରଞ୍ଜନ, ଇସ୍ତଫା ଦେଲେ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ପଦରୁ ଇସ୍ତଫା ଦେଲେ ନିରଞ୍ଜନ ପଟ୍ଟନାୟକ । ଆଜି ସେ ନିଜ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷଙ୍କ ନିକଟକୁ ପଠାଇଥିବା ସୂଚନା ଦେଇଛନ୍ତି ।ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ପରେ ସେ… Read more »

ହିଞ୍ଜିଳି ଏବଂ ବିଜେପୁରରେ ନବୀନ ୨୪ହଜାର ଲେଖାଏଁ ଭୋଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭୋଟ ଗଣତି ଜାରି ରହିଛି । ଅପରାହ୍ନ ୩ଟା ୧୨ ସୁଦ୍ଧା ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି ବିଜେଡି । ଦ୍ୱିତୀୟ ସ୍ଥାନରେ ବିଜେପି ରହିଥିବା ବେଳେ ତୃତୀୟ ସ୍ଥାନ… Read more »

କେନ୍ଦ୍ରାପଡ଼ାରୁ ଅନୁଭବ ମହାନ୍ତି ଆଗରେ, ଭୁବନେଶ୍ୱରରୁ ଅପରାଜିତା ସଡ଼ଙ୍ଗୀ ଆଗରେ

ଭୁବନେଶ୍ୱର: ଓଡ଼ିଶାରେ ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇସାରିଥିବା ବେଳେ ୧୧ଟା ୨୦ ମିନିଟ୍ ସୁଦ୍ଧା ୨୧ଟି ଲୋକସଭା ଆସନରୁ ବିଜେଡି ୧୧ଟି ଆସନରେ ଆଗୁଆ ରହିଛି । ଏଥିସହ ବିଜେପି ୯ଟି ଆସନରେ ଆଗୁଆ ରହିଛି ଏବଂ କଂଗ୍ରେସ… Read more »