Category: କ୍ରାଇମ

ଦେଖନ୍ତୁ ଭିଡ଼ିଓ: କଂଗ୍ରେସର ଆସିକା ବିଧାନ ସଭା ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ ଗୁଳିମାଡ ପରେ ତଣ୍ଟି କାଟିଲେ, ଅନ୍ୟ ଜଣେ ସହଯୋଗୀ ଗୁରୁତର

ବ୍ରହ୍ମପୁର/ଆସିକା: କଂଗ୍ରେସର ଆସିକା ବିଧାନସଭା ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ ବୁଧବାର ରାତିରେ ଦୁର୍ବୁତ୍ତମାନେ ଗୁଳି ମାଡ କରିବା ସହ ତାଙ୍କ ତଣ୍ଟି କାଟିଦେଇଛନ୍ତି । ନିଜ ଏକ୍ସୟୁଭି କାର ଯୋଗେ ଭୂବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ବେଳେ ଲାଞ୍ଜିପଲ୍ଲୀ ବ୍ରିଜ ନିକଟରେ… Read more »

ଭୁବନେଶ୍ୱର ୟୁନିଟ୍-୯ ଅଞ୍ଚଳରୁ ୨ଟି ଅଫୁଟା ବୋମା ଜବତ, ଲୋକେ ଆତଙ୍କିତ

ଭୁବନେଶ୍ୱର: ରାଜଧାନୀର ୟୁନିଟ୍-୯ ଅଞ୍ଚଳରୁ ଆଜି କମିଶନରେଟ ପୁଲିସ ଦୁଇଟି ଅଫୁଟା ବୋମା ଜବତ କରିଛି । ବୋମା ଖବର ମିଳିବା ମାତ୍ରେ ପୁରା ଅଞ୍ଚଳରେ ଅତଙ୍କ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ହେଲେ କିଏ ଓ କାହିଁକି ଏପରି… Read more »

Whatsapp ରେ ଅଭିନେତା ଅନୁଭବ ମହାନ୍ତିଙ୍କୁ ବାରମ୍ବାର ହତ୍ୟା ଧମକ ଦେଇ ଜଣେ ଗିରଫ, ଜାଣନ୍ତୁ ସମ୍ପୂର୍ଣ ଖବର

ଭୁବନେଶ୍ୱର: କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଘଟଣାରେ କମିଶନରେଟ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗୁଜୁରାଟରୁ ସ୍ପେଶାଲ ସ୍କ୍ୱାଡ଼ ଅଭିଯୁକ୍ତକୁ କାବୁ କରିଛି । ସେ ଜଣେ ରାଜମିସ୍ତ୍ରୀ ବୋଲି… Read more »

ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ଭୁବନେଶ୍ୱର: ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ବ୍ରହ୍ମପୁର ଅତିରିକ୍ତ ଦୌରା ଜଜ କୋର୍ଟ ସବ୍ୟସାଚୀଙ୍କ ଠାରୁ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି । କୋର୍ଟ ତାଙ୍କ… Read more »

ମହିଳାଙ୍କୁ ଛୁରୀ ଭୁସି ହତ୍ୟା! ପୁଲିସର ତନାଘନା ଜାରି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ତାଳପଡା ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର କାଜୁ ଜଙ୍ଗଲରୁ ଆଜି ସ୍ଥାନୀୟ ଥାନା ପୁଲିସ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ଠାବ କରିଛି । ମୃତ ମହିଳା ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅଧିନ… Read more »

ବିଜେପି ପ୍ରାର୍ଥୀ ନୀଳମଣିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

ବ୍ରହ୍ମପୁର: ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଭଞ୍ଜନଗର ଏଡିଜେ କୋର୍ଟ ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନୀଳମଣି ବିସୋୟୀଙ୍କୁ ଆଜି ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଅର୍ଥରାଶି ଓ ଦୁଇଟି ଜାମିନଦାର… Read more »

ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଆହତ

ବ୍ରହ୍ମପୁର: ବେଶ କିଛି ମାସ ବ୍ୟବଧାନ ପରେ ଏବେ ଆକ୍ସନ ମୁଡରେ ଗଂଜାମ ପୋଲିସ । କାରଣ ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜଣେ ଦୁର୍ଦ୍ଧାନ୍ତ ଅପରାଧୀକୁ ପୋଲିସ ଏନକାଉଣ୍ଟର କରି ଲହୁଲୁହାଣ କରିଛି । ଅପରାଧୀ ଓ ପୋଲିସ ମଧ୍ୟରେ ହୋଇଥିବା… Read more »

ଜେଲ ଗଲେ ମହାରଥୀ

ଭୁବନେଶ୍ୱର: ମାଜିଷ୍ଟ୍ରେଟ ରବି ନାରାୟଣ ପତ୍ର ଓ ପୋଲିଂ ଟିମଙ୍କୁ ଗତକାଲି ରାତିରେ ଆକ୍ରମଣ କରିବା ଘଟଣାରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଜେଲ ଯିବାକୁ ପଡିଛି । ଆଜି ଉକ୍ତ ଘଟଣାରେ ପିପିଲି ପୋଲିସ ମହାରଥୀଙ୍କୁ ଗିରଫ କରିଥିଲା… Read more »

ପ୍ରମାଣ ଆଧାରରେ ମହାରଥୀ ଗିରଫ, ଗିରଫ ପୂର୍ବରୁ ଏମିତି ରଖିଥିଲେ ମତ, ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର/ପୁରୀ: ପିପିଲିରେ ନିର୍ବାଚନ କମିଶନଙ୍କ ଅଧିକାରୀଙ୍କୁ ମାଡ଼ ମାରିଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ସମର୍ଥକ । ଆଉ ଏହି ଘଟଣା ନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଓ ପ୍ରକାଶିତ ହେବା ପରେ ସେ ଦୁଃଖ ପ୍ରକାଶ… Read more »

ମହାରଥୀ ବାହିନୀର ଗୁଣ୍ଡାରାଜ, ପୋଲିସକୁ ଅଟକାଇଲେ

ଭୁବନେଶ୍ୱର/ପୁରୀ: ଧମକ ଦେଇ ଗଣତନ୍ତ୍ରର ରକ୍ଷାକାରୀଙ୍କୁ ମାଡ଼ମାରି ଲହୁ ଲୁହାଣ କରିବା ପରେ ହୀନ ରାଜନୀତି ଛାଡ଼ିନାହାନ୍ତି ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଓ ତାଙ୍କ ସମର୍ଥକ । ପିପିଲି ପୋଲିସ ଦ୍ୱାରା ଗିରଫ ହେବା ପରେ ତାଙ୍କୁ… Read more »