Category: ଓଡିଶା

ସ୍ୱାସ୍ଥ୍ୟ ବିଭାଗର କ୍ଷୟକ୍ଷତି ଆକଳନ କରିବେ ଆର୍ନ୍ତଜାତୀୟ ପ୍ରତିନିଧି ଦଳ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଓଡିଶା ଗସ୍ତରେ ଆସିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱବ୍ୟାଙ୍କ୍‍ ଓ ୟୁନିସେଫ୍‍ ପ୍ରତିନିଧିଦଳ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ସହିତ… Read more »

୫ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆଜି ରାଜ୍ୟର ୫ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ରାତି ସୁଦ୍ଧା ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଯେଉଁ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ସୂଚନା… Read more »

ହିଞ୍ଜିଳି ଏବଂ ବିଜେପୁରରେ ନବୀନ ୨୪ହଜାର ଲେଖାଏଁ ଭୋଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭୋଟ ଗଣତି ଜାରି ରହିଛି । ଅପରାହ୍ନ ୩ଟା ୧୨ ସୁଦ୍ଧା ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି ବିଜେଡି । ଦ୍ୱିତୀୟ ସ୍ଥାନରେ ବିଜେପି ରହିଥିବା ବେଳେ ତୃତୀୟ ସ୍ଥାନ… Read more »

କେନ୍ଦ୍ରାପଡ଼ାରୁ ଅନୁଭବ ମହାନ୍ତି ଆଗରେ, ଭୁବନେଶ୍ୱରରୁ ଅପରାଜିତା ସଡ଼ଙ୍ଗୀ ଆଗରେ

ଭୁବନେଶ୍ୱର: ଓଡ଼ିଶାରେ ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇସାରିଥିବା ବେଳେ ୧୧ଟା ୨୦ ମିନିଟ୍ ସୁଦ୍ଧା ୨୧ଟି ଲୋକସଭା ଆସନରୁ ବିଜେଡି ୧୧ଟି ଆସନରେ ଆଗୁଆ ରହିଛି । ଏଥିସହ ବିଜେପି ୯ଟି ଆସନରେ ଆଗୁଆ ରହିଛି ଏବଂ କଂଗ୍ରେସ… Read more »

ଦେଖନ୍ତୁ ଭିଡ଼ିଓ: ଜଳିଗଲା ଦାରୁଠେଙ୍ଗ ଡ଼ମ୍ପିଂୟାର୍ଡ, ନିଆଁ ଲିଭାଇବା ପାଇଁ ନିୟୋଜିତ ହେଲା ୧୦ଟି ଦମକଳ ଗାଡ଼ି

ଭୁବନେଶ୍ୱର: ଦାରୁଠେଙ୍ଗ ଡ଼ମ୍ପିଂୟାର୍ଡ ଭୟାବହ ଅଗ୍ନିକାଣ୍ଡ ଘଟିଛି । କୌଣସି ଏକ ଅଜଣା କାରଣରୁ ଆଜି ରାତି ପ୍ରାୟ ୮.୨୦ଟା ରେ ଡ଼ମ୍ପିଂୟାର୍ଡ ରେ ନିଆଁ ଲାଗି ଯାଇଥିଲା । ଅଳିଆ ଅବର୍ଜନାରେ ଭର୍ତ୍ତି ଏହି ୟାର୍ଡରେ ନିଆଁ ଖୁବଶୀଘ୍ର ବ୍ୟାପି… Read more »

ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକାର କଲେ ଦୂତି ଚାନ୍ଦ; ବଡ଼ ଭଉଣୀ ରଚିଥିଲେ ଷଡ଼ଯନ୍ତ୍ର, ୨୫ ଲକ୍ଷ ଟଙ୍କା ମାଗିଥିଲେ ନଦେବାରୁ ମତେ ବ୍ଲାକମେଲ କରୁଥିଲେ: ଦୂତି

ଭୁବନେଶ୍ୱର: ଧାବକ ତଥା ଓଡ଼ିଆ ଅଲମ୍ପିଆନ ଦୂତି ଚାନ୍ଦଙ୍କ ବିରୋଧରେ ଆସିଥିବା ସମଲିଙ୍ଗୀ ସମ୍ପର୍କ ଓ ପରିବାର ଉଠାଉଥିବା ଓଲଟା ଅଭିଯୋଗ ଉପରେ ସେ ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛନ୍ତି । ହାଇଦ୍ରାବାଦରୁ ଭୁବନେଶ୍ୱର ଆଜି… Read more »

ଧୂଳିଝଡ଼ ବର୍ଷା ସହ ବଜ୍ରପାତ, ଚାରି ଜିଲ୍ଲାକୁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଗୋଟେ ପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢୁଥିବା ବେଳେ ଅନ୍ୟପଟରେ ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି । ପାଣିପାଗ ଆକଳନ କରି ଆଜି ୪ଟି ଜିଲ୍ଲାରେ ଧୂଳିଝଡ଼ ସହ ବର୍ଷା ଓ ବଜ୍ରପାତ ହେବ ବୋଲି… Read more »

ସମ୍ ହସ୍ପିଟାଲରେ ବିଶ୍ୱ ଇନଫ୍ଲାମେଟୋରୀ ବାୱେଲ୍ ଡିଜିଜ୍ ଦିବସ ପାଳିତ

ଭୁବନେଶ୍ୱର: ସାଧାରଣତଃ ଆମ ଶରୀରରେ ପେଟ ବ୍ୟଥା ହେଲେ, ପତଳା ଝାଡା ହେଲେ, ଝାଡାରେ ରକ୍ତ ପଡ଼ୁଥିଲେ, ଓଜନ କମିଲେ, ଆଖି ଲାଲ୍ ପଡ଼ିଗଲେ, ଆଣ୍ଠୁଗଣ୍ଠି ଦରଜ ହେଲେ ଏହାକୁ ଆମେ ଏକ ସାଧାରଣ ରୋଗ ଭାବେ ଗ୍ରହଣ କରିଥାଉ ।… Read more »

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ବିଏସଇ) ୨୦୧୯ର ଛାତ୍ରଛାତ୍ରୀ ନିଜ ନିଜ ମାଟ୍ରିକ ଫଳ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିବା ବେଳେ ଆସନ୍ତାକାଲି ଫଳ ପ୍ରକାଶ ପାଇବ… Read more »

ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକାର କଲେ ଧାବକ ଦୂତି ଚାନ୍ଦ, ଜଣେ ଯୁବତୀଙ୍କ ସହ ସମ୍ପର୍କ ଥିବା ସେ କହିଲେ, ପଢନ୍ତୁ ସମ୍ପୂର୍ଣ ଖବର

ଭୁବନେଶ୍ୱର: ଗଣମାଧ୍ୟମ ସମ୍ମୁଖରେ ସ୍ପ୍ରିଣ୍ଟର ଦୂତି ଚାନ୍ଦ ଏମିତି କିଛି କଥାର ଖୁଲାସା କରିଛନ୍ତି ଯାହା ଏବେ ପୁରା ରାଜ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି । ସମଲିଙ୍ଗୀ ସମ୍ପର୍କକୁ ସ୍ପ୍ରିଣ୍ଟର ଦୂତି ଚାନ୍ଦ ଆଜି ଏଭଳି ସ୍ୱୀକାର କରିଛନ୍ତି । ଦୂତି… Read more »