ସୂର୍ଯ୍ୟବଂଶୀ ରୂପରେ ପରଦାରେ ଆତଙ୍କବାଦୀଙ୍କ ସଫାଇ କରିବେ ଅକ୍ଷୟ କୁମାର

ସୂର୍ଯ୍ୟବଂଶୀ ରୂପରେ ପରଦାରେ ଆତଙ୍କବାଦୀଙ୍କ ସଫାଇ କରିବେ ଅକ୍ଷୟ କୁମାର
ସୂର୍ଯ୍ୟବଂଶୀ ରୂପରେ ପରଦାରେ ଆତଙ୍କବାଦୀଙ୍କ ସଫାଇ କରିବେ ଅକ୍ଷୟ କୁମାର

ଖିଲାଡ଼ି ଷ୍ଟାରଙ୍କ ନୂଆ ଅବତାର । ଏଣିକି ସୂର୍ଯ୍ୟବଂଶୀ ରୂପରେ ପରଦାରେ ଆତଙ୍କବାଦୀଙ୍କ ସଫାଇ କରିବେ ଅକ୍ଷୟ କୁମାର । ଆମେ କହୁଛୁ ବହୁ ପ୍ରତିକ୍ଷିତ ଅପ୍‌ କମିଙ୍ଗ ବଲିଉଡ ଫିଲ୍ମ ସୂର୍ଯ୍ୟବଂଶୀର କଥା ।

ଫିଲ୍ମର ଫାଷ୍ଟ ଲୁକ୍‌ ପ୍ରଯୋଜନା ସଂସ୍ଥା ପକ୍ଷରୁ ଜାରି କରାଯାଇଛି । ନିଜେ ଅକ୍ଷୟ କୁମାର ମଧ୍ୟ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ୨୦୨୦ ଇଦ୍‌ ଅବସରରେ ରିଲିଜ ହେବ । ନିର୍ଦେଶକ ରୋହିତ ସେଟ୍ଟି ଏହାର ନିର୍ଦେଶନା ଭାର ସମ୍ଭାଳିଛନ୍ତି । କାରଣ ଜୋହର ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ।

Share this story

World Odia Language Conferene