ଲିକ ହେଲା ରାଧିକାଙ୍କ ଆଗାମୀ ଫିଲ୍ମର ସେକ୍ସ ସିନ ! ଟୋକା ତ ଟୋକା ବୁଢା ବି ନଦେଖିଲେ ରହିପାରିବେନି

ଲିକ ହେଲା ରାଧିକାଙ୍କ ଆଗାମୀ ଫିଲ୍ମର ସେକ୍ସ ସିନ ! ଟୋକା ତ ଟୋକା ବୁଢା ବି ନଦେଖିଲେ ରହିପାରିବେନି
ଲିକ ହେଲା ରାଧିକାଙ୍କ ଆଗାମୀ ଫିଲ୍ମର ସେକ୍ସ ସିନ ! ଟୋକା ତ ଟୋକା ବୁଢା ବି ନଦେଖିଲେ ରହିପାରିବେନି

ବଲିଉଡ ଅଭିନେତ୍ରୀ ରାଧିକା ଆପ୍‌ଟେ ଓ ଦେବ ପଟେଲଙ୍କ ହଟ୍‌ ଅନ୍ତରଙ୍ଗ ସିନ୍‌ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବଲିଉଡ ଫିଲ୍ମ “ଦ ୱେଡିଙ୍ଗ ଗେଷ୍ଟ”ର ଏହି ଭିଡିଓରେ ରାଧିକା ଓ ଦେବ ବହୁତ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି । ଅନେକ ଦର୍ଶକ ସୋସିଆଲ ମିଡିଆରେ ଏହି ଭିଡିଓକୁ ସେୟାର କରିଛନ୍ତି । ଏହି ଭିଡିଓ ଏବେ ବେଶ ଚର୍ଚ୍ଚାରେ ଅଛି । ଏହି ଭିଡିଓ ପାଇଁ ରାଧିକା ପୁଣିଥରେ ହଟ୍‌ ଟପିକ୍‌ରେ ଅଛନ୍ତି । ତେବେ ଏହି ଭିଡିଓ ନେଇ ଦିଆଯାଉଥିବା ନେଗେଟିଭ କମେଣ୍ଟ ପରିପ୍ରେକ୍ଷୀରେ ରାଧିକା ସାଂପ୍ରତିକ ସମାଜିକ ମାନସିକତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଏକ ସାକ୍ଷାତକାରରେ ରାଧିକା କହିଛନ୍ତି ଯେ, “ଦ ୱେଡିଙ୍ଗ ଗେଷ୍ଟ” ଫିଲ୍ମରେ ଅନେକ ଭଲ ସିନ୍‌ ଅଛି କିନ୍ତୁ କେବଳ ସେକ୍ସ ସିନ୍‌ ଭାଇରାଲ ହୋଇଛି । ଏଥିପାଇଁ ସମାଜର ପାଗଳାମୀ ଦାୟି । ଭାଇରାଲ ହୋଇଥିବା ଭିଡିଓରେ ଉଭୟ ଦେବ୍‌ ପଟେଲ ଓ ରାଧିକା ଅଛନ୍ତି କିନ୍ତୁ ଭିଡିଓ ଲିକ୍‌ ହେବା ପରେ ଏହା ରାଧିକାଙ୍କ ନାଁରେ ଭାଇରାଲ କରାଯାଉଛି ବୋଲି ସେ କହିଛନ୍ତି । ଅଭିନେତା ଦେବ ପଟେଲଙ୍କ ନାଁରେରେ ଭିଡିଓ ସେୟାର କରାଯାଉ ନାହିଁ କାରଣ ସେ ଜଣେ ପୁରୁଷ ଓ ରାଧିକା ଜଣେ ନାରୀ ? ଏଭଳି ପ୍ରଶ୍ନ ମଧ୍ୟ ରାଧିକା ସାକ୍ଷାତକାରରେ ଦର୍ଶକଙ୍କୁ ପଚାରିଛନ୍ତି ।

ରାଧିକା ଆପ୍‌ଟେ ସ୍ପଷ୍ଟ କରି କହିଛନ୍ତି ଯେ, ବୋଲ୍ଡ ସିନ୍‌ କରିବା ପାଇଁ ତାଙ୍କର କୌଣସି ଆପତ୍ତି ନାହିଁ । ସେ ଏହି ସବୁ ହଟ୍‌ ସିନ୍‌ କରି କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ସମାଜ ପାଇଁ ତାଙ୍କୁ ବହୁତ ଖରାପ ଲାଗୁଛି ବୋଲି ସେ କହିଥିଲେ । ସେ ଦେଶ ବିଦେଶରେ ଅନେକ ଷ୍ଟେଜ୍‌ରେ ନ୍ୟୁଡ୍‌ ସୋ ପ୍ରଦର୍ଶନ ହେବାର ଦେଖିଛନ୍ତି । ତେଣୁ ତାଙ୍କ ପାଇଁ ଏସବୁ କିଛି ନୂଆଁ ନୁହଁ । ସେ ଜଣେ ଅଭିନେତ୍ରୀ ମାତ୍ର । ଭାରତରେ ଲୋକଙ୍କ ସଂକୀର୍ଣ୍ଣ ମନୋଭାବ ଯୋଗୁଁ ଦେଶ ଆଗକୁ ବଢିପାରୁ ନାହିଁ । ନିଜ ମାନସିକାତା ଓ ଭାବନାକୁ କେବଳ ମଣିଷ ନିଜେ ହିଁ ବଦଳାଇ ବଦଳିପାରିବ । ଏଥିପାଇଁ ସମସ୍ତେ ଥରେ ନଗ୍ନ ହୋଇ ଆଇନା ଆଗରେ ଠିଆ ହୁଅନ୍ତୁ ସବୁ ବୁଝିଯିବେ ବୋଲି କହିଥିଲେ ।

Share this story

World Odia Language Conferene