ରୂପେଲୀ ପରଦାରେ ପଞ୍ଚୁପାଣ୍ଡବ

ରୂପେଲୀ ପରଦାରେ ପଞ୍ଚୁପାଣ୍ଡବ
ରୂପେଲୀ ପରଦାରେ ପଞ୍ଚୁପାଣ୍ଡବ

ଭୁବନେଶ୍ବର: ସମୟ ଥିଲା ଓଡ଼ିଆ ସିନେମା ଯେତେବେଳେ ଖୁବ୍ ଉଚ୍ଚକୋଟିର ଥିଲା । ସମ୍ପୂର୍ଣ୍ଣ ପାରିବାରିକ କାହାଣୀ, ସଂଗୀତ ଓ ସଂଳାପ ଦର୍ଶକଙ୍କୁ ସିନେମା ହଲରେ ବାନ୍ଧି ରଖିପାରୁଥିଲା । ହିଟ୍ ଫିଲ୍ମର ତାଲିକା ଯେତେ ଲମ୍ବା ଥିଲା ତାଠୁ ଅଧିକ ଓ ଲୋତପ୍ରିୟ ଅଭିନେତା ଦର୍ଶକଙ୍କୁ ମନୋରଞ୍ଜନ ଦେଉଥିଲେ ।

ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଶ୍ରୀତମ ପଣ୍ଡା , ପ୍ରଶାନ୍ତ ନନ୍ଦ ପ୍ରମୁଖ । ଜଣେ ଜଣେ ଥିଲେ ସୁପରଷ୍ଟାର । କିଏ କାହାଠୁ କମ୍ ନଥିଲେ ।୧୯୮୯ ଏପ୍ରିଲ ମାସରେ ରିଲିଜ କରିଥିଲା ଦମଦାର ମୁଭି ପଞ୍ଚୁପାଣ୍ଡବ । ଏଥିରେ ଅଭିନେତା ଶ୍ରୀକାନ୍ତ ଗୌତମ, ପୃଥ୍ୱୀରାଜ, ଉତ୍ତମ ମହାନ୍ତି, ପ୍ରଶାନ୍ତ ନନ୍ଦ ଏବଂ ଶ୍ରୀରାମ ପଣ୍ଡା ପ୍ରମୁଖ ଏକାଠି ନଜର ଆସିଥିଲେ । ଓଲିଉଡର ଏହି ମଲ୍ଟି ଷ୍ଟାରର ମୁଭି ବେଶ ଦର୍ଶକୀୟ ଆଦୃତି ପାଇଥିଲା ।

Share this story

World Odia Language Conferene