ରାଜନୀତିକୁ ବାଦ ଦେଇ ମୋଦିଙ୍କ ବ୍ୟକ୍ତିଗତ ଜୀବନ ଉପରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର କଣ କଥା ହେଲେ ପଢନ୍ତୁ

ରାଜନୀତିକୁ ବାଦ ଦେଇ ମୋଦିଙ୍କ ବ୍ୟକ୍ତିଗତ ଜୀବନ ଉପରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର କଣ କଥା ହେଲେ ପଢନ୍ତୁ
ରାଜନୀତିକୁ ବାଦ ଦେଇ ମୋଦିଙ୍କ ବ୍ୟକ୍ତିଗତ ଜୀବନ ଉପରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର କଣ କଥା ହେଲେ ପଢନ୍ତୁ

ବଲିଉଡ୍‌ର ଖିଲାଡି ନମ୍ବର ୱାନ ଭାବେ ଜଣାଶୁଣା ଅକ୍ଷୟ କୁମାରଙ୍କ ସହ ମନ ଖୋଲା କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ସହ ଏକ ଅଣରାଜନୈତିକ ଆଲୋଚନା କରି ନିଜ ବ୍ୟକ୍ତିଗତ ଜୀବନର ଅନେକ ଅନୁୁଭୁତି ଏବଂ ତଥ୍ୟ ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ସେ ପ୍ରଧାନମନ୍ତ୍ରୀ ହୋଇନଥିଲେ କ’ଣ ହୋଇଥାନ୍ତେ, କାହା ସହ ତାଙ୍କର ବନ୍ଧୁତା ରହିଛି, ତାଙ୍କ ଜୀବନ ଶୈଳୀ କ’ଣ ରହିଛି ଏସବୁ ସମ୍ପର୍କରେ ମୋଦି ଅନେକ ରୋଚକପୂର୍ଣ୍ଣ ତଥ୍ୟ ରଖିଛନ୍ତି ।

ରାଜନୀତିକୁ ବାଦ ଦେଇ ମୋଦିଙ୍କ ବ୍ୟକ୍ତିଗତ ଜୀବନ ଉପରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର କଣ କଥା ହେଲେ ପଢନ୍ତୁ

ଖାଲି ସେତିକି ନୁହେଁ କିଛି ପିଲାଦିନର କଥା ସହ ବଲିଉଡ଼ ଖିଲାଡି ଅକ୍ଷୟ କୁମାର ମୋଦିଜୀଙ୍କ ବ୍ୟକ୍ତିଗତ ଜୀବନ ବିଷୟ ପଚାରିଥିଲେ । ଯେମିତି କି ସାଧାରଣ ଲୋକଙ୍କ ପରି ତାଙ୍କୁ ଆମ୍ବ ଖାଇବାକୁ ଭଲ ଲାଗେ କି ନାହିଁ ? ଯଦି ହଁ ତାହାଲେ ମୋଦିଜୀ କିଭଳି ଢ଼ଙ୍ଗରେ ଆମ୍ବ ଖାଆନ୍ତି । ମୋଦିଜୀଙ୍କ ଉତ୍ତର ବି ଥିଲା ଭାରି ମଜାଦାର । ପିଲା ବେଳେ ଚାଷୀ କ୍ଷେତକୁ ଯାଇ ଆମ୍ବ ଖାଇବା ନିଆରା ବୋଲି ସେ କହିଥିଲେ । ଚାଷୀ ହେଉଛନ୍ତି ଉଦାର ସ୍ୱଭାବର ବ୍ୟକ୍ତି । ତେଣୁ ତାଙ୍କ କ୍ଷେତରୁ ଆମ୍ବ ତୋଲି ଖାଇଲେ ସେମାନଙ୍କ ମନକୁ କଷ୍ଟ ହୁଏ ନାହିଁ ବୋଲି ମୋଦିଜୀ କହିଥିଲେ ।

ମୋଦିଜୀ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କେବେ ଭାବି ଥିଲେ କି ବୋଲି ପଚାରିବାରୁ ସେ ନା ବୋଲି କହିଥିଲେ । ହେଲେ ତାଙ୍କ ଜୀବନର ସଂଘର୍ଷମୟ ପଥ ତାଙ୍କୁ ଏହି ପଦକୁ ଆଣିଥିବା ମୋଦିଜୀ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ କହିଥିଲେ ।

Share this story

World Odia Language Conferene