ଯଦି ପେଟରେ ହେଉଛି ଗ୍ୟାସ୍ ତେବେ ସବୁ ଦିନ ପାଇଁ ଛାଡି ଦିଅନ୍ତୁ ଏହି ଦୁଇ ଜିନିଷର ସେବନ, କେବେ ହେବ ନାହିଁ ଗ୍ୟାସ

ଯଦି ପେଟରେ ହେଉଛି ଗ୍ୟାସ୍ ତେବେ ସବୁ ଦିନ ପାଇଁ ଛାଡି ଦିଅନ୍ତୁ ଏହି ଦୁଇ ଜିନିଷର ସେବନ, କେବେ ହେବ ନାହିଁ ଗ୍ୟାସ
ଯଦି ପେଟରେ ହେଉଛି ଗ୍ୟାସ୍ ତେବେ ସବୁ ଦିନ ପାଇଁ ଛାଡି ଦିଅନ୍ତୁ ଏହି ଦୁଇ ଜିନିଷର ସେବନ, କେବେ ହେବ ନାହିଁ ଗ୍ୟାସ

ଯଦି ପେଟରେ ହେଉଛି ଗ୍ୟାସ୍ ତେବେ ସବୁ ଦିନ ପାଇଁ ଛାଡି ଦିଅନ୍ତୁ ଏହି ଦୁଇ ଜିନିଷର ସେବନ, କେବେ ହେବ ନାହିଁ ଗ୍ୟାସ୍…….

ଆଜିକାଲି ପେଟରେ ଗ୍ୟାସ୍ ସମସ୍ୟା ହେବା ଅଧିକାନ୍ସ ଲୋକଙ୍କ ପାଇଁ ମାମୁଲି କଥା ହୋଇ ଗଲାଣି l ପେଟ ଗ୍ୟାସ୍ ର ମୁଳ କାରଣ ହେଉଛି ଆଜିକାଲିର ଖରାପ ଖାଦ୍ୟ l ଆଜିକାଲିର ଲୋକ ମାନେ ବାହାରର ତେଲ ଜୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି ଜାହା ଦ୍ଵାରା ପାଚନ ତନ୍ତ୍ର ଖରାପ ହେଉଛି l ଆଉ ପେଟରେ ଭୟଙ୍କର ଗ୍ୟାସ୍ ହେଉଛି l ଆଜିକାଲିର ଲୋକ ପରିଶ୍ରମ ବହୁତ କମ୍ କରୁଛନ୍ତି l ଆଉ ଆରାମ୍ ରେ ନିଜ କାମ କରିବାକୁ ପସନ୍ଦ କରୁଛନ୍ତି l ଜାହା ଦ୍ଵାରା ପେଟରେ ଗ୍ୟାସ୍ ହେଉଛି l ଜଦି ଆପଣ ବି ଗ୍ୟାସ୍ ଦ୍ଵାରା ପ୍ରଭାବିତ ହେଉଛନ୍ତି ତେବେ ରାତିରେ ସୋଇବା ସମୟରେ ଅଦା ସହିତ କଳା ଲୁଣ ଚୋବାଇ ପାଣି ପିଅନ୍ତୁ l ଏମିତି କରିବା ଦ୍ଵାରା ପେଟର ଗ୍ୟାସ୍ ସାଙ୍ଗେ ସଙ୍ଗେ କମି ଥାଏ l

ଜଦି ସବୁ ଦିନ ପାଇଁ ଛାଡିବାକୁ ଚାହୁଛନ୍ତି ଗ୍ୟାସ୍ ସମସ୍ୟା ତେବେ ଛାଡି ଦିଅନ୍ତୁ ଏହି ଦୁଇ ଜିନିଷର ସେବନ:-

୧ ) ମସଲା ଜୁକ୍ତ ଖାଦ୍ୟ: ଯେଉଁ ଲୋକ ମାନେ ଗ୍ୟାସ୍ ଜନିତ ସମସ୍ୟାରେ ଅଛନ୍ତି ମସଲା ଜୁକ୍ତ ଖାଦ୍ୟର ସେବନ ଛାଡି ଦିଅନ୍ତୁ l

୨ ) ତେଲ ଜୁକ୍ତ ଖାଦ୍ୟ: ଯେଉଁ ଲୋକ ମାନେ ଗ୍ୟାସ୍ ଜନିତ ସମସ୍ୟାରେ ଅଛନ୍ତି ସେମାନ ତେଲ ଜୁକ୍ତ ଖାଦ୍ୟର ସେବନ ଛାଡି ଦିଅନ୍ତୁ l

Share this story

World Odia Language Conferene