ମନ୍ତ୍ରୀ ମଣ୍ଡଳରେ ଯୋଗେ ଦେବେ ଏହି ବିଧାୟକ ଗଣ, ନବୀନ ନିବସରୁ ଗଲା ଫୋନ କଲ

ମନ୍ତ୍ରୀ ମଣ୍ଡଳରେ ଯୋଗେ ଦେବେ ଏହି ବିଧାୟକ ଗଣ, ନବୀନ ନିବସରୁ ଗଲା ଫୋନ କଲ
ମନ୍ତ୍ରୀ ମଣ୍ଡଳରେ ଯୋଗେ ଦେବେ ଏହି ବିଧାୟକ ଗଣ, ନବୀନ ନିବସରୁ ଗଲା ଫୋନ କଲ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ତାଙ୍କ ମନ୍ତ୍ରୀ ମଣ୍ଡଳରେ ଯୋଗ ଦେବା ପାଇଁ ଆଜି କିଛି ବିଧାୟକ ଗଣଙ୍କୁ ନବୀନ ନିବସରୁ ଫୋନ କଲ ଯାଇଛି । ଏପର୍ଯ୍ୟନ୍ତ କାହାକୁ କେଉଁ ପଦ ଦିଆଯିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏହି ସବୁ ବିଧାୟକ ଙ୍କୁ ଫୋନ କଲ ଯାଇଥିବା ଜଣାପଡିଛି । ସେମାନେ ହେଲେ:

ମାହାଙ୍ଗା- ପ୍ରତାପ ଜେନା, ଏକାମ୍ର- ଅଶୋକ ପଣ୍ଡା, ଭଟଲି- ସୁଶାନ୍ତ ସିଂହ, ଟିଟିଲାଗଡ଼- ଟୁକୁନି ସାହୁ, ଝାରସୁଗୁଡା- ନବ କିଶୋର ଦାସ, ନିମାପଡା- ସମୀର ଦାଶ, ଫୁଲବାଣୀ- ପଦ୍ମନାଭ ବେହେରା, ଜୁନାଗଡ଼- କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଭଞ୍ଜନଗର- ବିକ୍ରମ ଆରୁଖ । ସୋନପୁର- ନିରଞ୍ଜନ ପୂଜାରୀ, ବିସମ କଟକ- ଜଗନାଥ ସାରକା, ଅତାବିରା- ସ୍ନେହାଙ୍ଗିନୀ ଛୁରିଆ, ଦିଗପହଣ୍ଡି- ସୂର୍ଯ୍ୟ ପାତ୍ର ।

Share this story

World Odia Language Conferene