ବିଶ୍ୱକପ ଜିତିଥିଲେ ବିବସ୍ତ୍ର ହୋଇଥାନ୍ତେ ଏହି ସେକ୍ସି ଗାର୍ଲ, ଜାଣନ୍ତୁ କିଏ ?

ବିଶ୍ୱକପ ଜିତିଥିଲେ ବିବସ୍ତ୍ର ହୋଇଥାନ୍ତେ ଏହି ସେକ୍ସି ଗାର୍ଲ, ଜାଣନ୍ତୁ କିଏ ?
ବିଶ୍ୱକପ ଜିତିଥିଲେ ବିବସ୍ତ୍ର ହୋଇଥାନ୍ତେ ଏହି ସେକ୍ସି ଗାର୍ଲ, ଜାଣନ୍ତୁ କିଏ ?

ଅଭିନେତ୍ରୀ ଏବଂ ମଡେଲ୍ ପୁନମ୍ ପାଣ୍ଡେ ଗ୍ଲାମର ଇଣ୍ଡଷ୍ଟ୍ରିରେ ଭାରତୀୟ କ୍ରିକେଟ ଫଳରେ ଖୁବ୍ ଲୋକପ୍ରିୟ ହୋଇଥିଲେ । ପୁନମ୍ ପାଣ୍ଡେ ୨୦୧୧ ବିଶ୍ବ କପରେ ଏହା କହି ହଇଚଇ ସୃଷ୍ଟି କରିଥିଲେ ଯେ ଯଦି ଇଣ୍ଡିଆ ଟିମ୍ ଜିତିଗଲା ତେବେ ସେ ସମ୍ପୂର୍ଣ୍ଣ ବିବସ୍ତ୍ର ହେବେ । ଏହି ବୟାନ ପରେ ପୁନମଙ୍କୁ କେହି ଭୁଲି ପାରିନାହାନ୍ତି । କିନ୍ତୁ ସେ କହିଥିବା କଥା ରଖିନଥିଲେ । କିନ୍ତୁ ଏବେ ୨୦୧୯ରେ ପୁନମ ଇଣ୍ଡିଆର ପ୍ରତ୍ୟେକ ବିଜୟ ଉପଭୋଗ କରୁଛନ୍ତି । ଇଣ୍ଡିଆ ସେମିଫାଇନାଲ ଯିବା ପରେ ପୁନମ୍ ନିଜର ଏକ ଫଟୋ ସେୟାର କରିଛନ୍ତି ଯାହା ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ।

ବିଶ୍ୱକପ ଜିତିଥିଲେ ବିବସ୍ତ୍ର ହୋଇଥାନ୍ତେ ଏହି ସେକ୍ସି ଗାର୍ଲ, ଜାଣନ୍ତୁ କିଏ ?

ଏହି ନୂଆ ଫଟୋରେ ସେ ବୋଲ୍ଡ ଅନ୍ଦାଜରେ ଦେଖାଯାଇଥିଲେ । ପୁନମ ପାଣ୍ଡେ ଇଣ୍ଡିଆ ଏବଂ ଓ୍ବେଷ୍ଟଇଣ୍ଡିଜ ମ୍ୟାଚ ପରେ ଏକ ଭିଡିଓ ସେୟାର କରିଥିଲେ । ଏଥିରେ ସେ ଅତ୍ୟନ୍ତ ବୋଲ୍ଡ ଏବଂ ବିନ୍ଦାସ ନଜର ଆସିଥିଲେ । ଏହାର ପ୍ରମାଣ ଆପଣଙ୍କୁ ତାଙ୍କ ସୋଶିଆଲ ମିଡିଆ ଆକାଉଣ୍ଟରେ ଦେଖିବାକୁ ମିଳିବ ।
ବିଶ୍ବକପ୍ ଆସିଲେ ସେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ।

Share this story

World Odia Language Conferene