ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା: କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା: କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ
ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା: କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ବିଜେପି ଆଜି ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦେଶ ତମାମ ବିଭିନ୍ନ ଆସନରୁ ୧୮୪ ଜଣଙ୍କ ନାଁ ରହିଥିବା ବେଳେ ଓଡିଶାରୁ ୧୦ଟି ଆସନରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି ।

ସେମାନେ ହେଉଛନ୍ତି: ଭୁବନେଶ୍ୱରରୁ – ଅପରାଜିତା ଷଡଙ୍ଗୀ, ବାଲେଶ୍ୱର – ପ୍ରତାପ ଷଡଙ୍ଗୀ, ନବରଙ୍ଗପୁର- ବଳଭଦ୍ର ମାଝୀ, ଆସ୍କା- ଅନିତା ପ୍ରିୟଦର୍ଶିନୀ, ବଲାଙ୍ଗୀର – ସଂଗୀତା ସିଂହଦେଓ, ଢେଙ୍କାନାଳ – ରୁଦ୍ର ପାଣି, ବ୍ରହ୍ମପୁର – ଭ୍ରୁଗୁ ବକ୍ସି ପାତ୍ର, ସୁନ୍ଦରଗଡ – ଜୁଏଲ ଓରାମ, କେନ୍ଦୁଝର – ଅନନ୍ତ ନାୟକ, କେନ୍ଦ୍ରାପଡା – ବୈଜୟନ୍ତ ପଣ୍ଡା ।

Share this story

World Odia Language Conferene