ପ୍ରମାଣ ଆଧାରରେ ମହାରଥୀ ଗିରଫ, ଗିରଫ ପୂର୍ବରୁ ଏମିତି ରଖିଥିଲେ ମତ, ଦେଖନ୍ତୁ ଭିଡ଼ିଓ

ପ୍ରମାଣ ଆଧାରରେ ମହାରଥୀ ଗିରଫ, ଗିରଫ ପୂର୍ବରୁ ଏମିତି ରଖିଥିଲେ ମତ, ଦେଖନ୍ତୁ ଭିଡ଼ିଓ
ପ୍ରମାଣ ଆଧାରରେ ମହାରଥୀ ଗିରଫ, ଗିରଫ ପୂର୍ବରୁ ଏମିତି ରଖିଥିଲେ ମତ, ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର/ପୁରୀ: ପିପିଲିରେ ନିର୍ବାଚନ କମିଶନଙ୍କ ଅଧିକାରୀଙ୍କୁ ମାଡ଼ ମାରିଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ସମର୍ଥକ । ଆଉ ଏହି ଘଟଣା ନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ଓ ପ୍ରକାଶିତ ହେବା ପରେ ସେ ଦୁଃଖ ପ୍ରକାଶ କରିଥିଲେ ।

କ୍ଷମା ନୁହେଁ କିନ୍ତୁ ଆକ୍ରମଣ ନେଇ ମୁହଁ ଖୋଲି ନଥିଲେ । ଏହି ଘଟଣାରେ ବିଜେଡି କିମ୍ବା ତାଙ୍କର କୌଣସି ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂପୃକ୍ତି ନାହିଁ ବୋଲି କହିଥିଲେ । ଆଜି କିନ୍ତୁ ପ୍ରମାଣ ଆଧାରରେ ପିପିଲି ପୋଲିସ ତାଙ୍କୁ ଗିରଫ କରିଛି ।

Posted by Pradeep Maharathy on Monday, April 22, 2019

ଦେଖନ୍ତୁ ଗିରଫ ହେବା ପୂର୍ବରୁ ଆଜି ଫେସବୁକ୍ ରେ କଣ ସଫେଇ ଦେଇଥିଲେ ବିଜେଡିର ବାହୁବଳୀ ନେତା ପ୍ରଦୀପ ମହାରଥୀ ।

Share this story

World Odia Language Conferene