ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଏହି ବିଧି ବିଧାନ ପାଳନ କରନ୍ତୁ, ଘରେ ସୁଖ ସମୃଦ୍ଧିର ବାସ ହେବ ଆଉ ସକରାତ୍ମକ ଶକ୍ତିର ବାସ ହୁଏ

ପ୍ରତ୍ୟେକ ଦିନ ନ କରିଲେ ମଧ୍ୟ, ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଏହି ବିଧି ବିଧାନ ପାଳନ କରନ୍ତୁ, ଘରେ ସୁଖ ସମୃଦ୍ଧିର ବାସ ହେବ ଆଉ ସକରାତ୍ମକ ଶକ୍ତିର ବାସ ହୁଏ ।

ସୁଧ ଓ ପବିତ୍ର ମନରେ ଭଗବାନଙ୍କୁ ଡାକିବା ଦ୍ୱାରା ସମସ୍ତ ମନୋକାମନା ପୂର୍ଣ ହୋଇଥାଏ । ହନୁମାନ ହେଉଛନ୍ତି ଏମିତି ଏକ ଠାକୁର ଯିଏ ଆଜି ପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି ବୋଲି କୁହାଯାଏ । ସେ ହେଉଛନ୍ତି ଅମର ଓ ଅଜୟ ଓ ଶ୍ରୀ ରାମଙ୍କର ଭକ୍ତ ।

ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ମନ୍ତ୍ର, ସ୍ତୁତି ଓ ଆଳତି ଆଦି ରଚନା କରାଯାଇଛି, ସେମାନଙ୍କ ମଧ୍ୟରୁ ହନୁମାନ ଚାଲିସା ଓ ବଜରଙ୍ଗ ବାଣ ଅନ୍ୟତମ । ଏହାକୁ ତୁଳସୀ ଦାସ ରଚନା କରିଥିଲେ । ଏହାକୁ ପ୍ରତିଦିନ ପାଠ କରିବା ଦ୍ୱାରା ସମସ୍ତ ସଙ୍କଟ, ଦୁଃଖ ଓ କଷ୍ଟ ଦୂର ହେବା ସହିତ ଘରେ ସକାରାତ୍ମକ ଶକ୍ତିର ବାସ ହୋଇଥାଏ ।

ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଏହି ବିଧି ବିଧାନ ପାଳନ କରନ୍ତୁ, ଘରେ ସୁଖ ସମୃଦ୍ଧିର ବାସ ହେବ ଆଉ ସକରାତ୍ମକ ଶକ୍ତିର ବାସ ହୁଏ

ଆସନ୍ତୁ ଜାଣିବା କଣ ସବୁ ଉପାୟ ଗୁଡିକ:
୧.ମଙ୍ଗଳବାର ଓ ଶନିବାର ହେଉଛି ହନୁମାନଙ୍କ ପ୍ରିୟ ବାର, ଏହି ବାରରେ ତାଙ୍କୁ ଟେଲର ଦୀପ ଅର୍ପଣ କରନ୍ତୁ ।
୨.ସକାଳୁ ସ୍ନାନ ସାରି ସଫା ବସ୍ତ୍ର ଧାରଣ କରି, ହନୁମାନଙ୍କ ଫୋଟରେ ଅବିର, ସିନ୍ଦୁର, ନାଲି କପଡା ଓ ନାଲି ମନ୍ଦାର ଚଢାନ୍ତୁ ।
୩.ଏହାପରେ ହନୁମାନଙ୍କ ଚାଲିସା ଓ ବଜରଙ୍ଗ ବାଣର ପାଠ କରନ୍ତୁ ।
୪. ଏହା ଦ୍ୱାରା ଘରେ ଦୁଷ୍ଟ କିମ୍ବା ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ ।
୫.ହନୁମାନ ବହୁତ ଶକ୍ତିଶାଳୀ, ଯେଉଁଥି ପାଇଁ ସମସ୍ତ ଗ୍ରହ ତାଙ୍କୁ ଡରୁଥିଲେ । ଶନି ,ରାହୁ ଓ କେତୁ ମହାଦଶା ମଧ୍ୟ ଦୂର ହୋଇଥାଏ ।

Share this story

World Odia Language Conferene