ପାଟକୁରା: ସାବିତ୍ରୀଙ୍କ ଉପରେ ଭରସା କଲେ ନବୀନ

ପାଟକୁରା: ସାବିତ୍ରୀଙ୍କ ଉପରେ ଭରସା କଲେ ନବୀନ
ପାଟକୁରା: ସାବିତ୍ରୀଙ୍କ ଉପରେ ଭରସା କଲେ ନବୀନ

ଭୁବନେଶ୍ୱର: ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପାଟକୁରା ନିର୍ବାଚନ ମଣ୍ଡଳୀର ତାରିଖ ଘୋଷଣା ପରେ ସରଗରମ ହୋଇ ଉଠିଥିଲା ପାଟକୁରା ।

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ବିଜେଡି ତାର ପାଟକୁରା ପ୍ରାର୍ଥୀ ସ୍ବର୍ଗତ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପାଟକୁରା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ, ଆସନ୍ତା ମେ’ ୧୯ ତାରିଖରେ ପାଟକୁରାରେ ହେବ ସାନି ମତଦାନ । ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ।

Share this story

World Odia Language Conferene