ଦେଖନ୍ତୁ ଭିଡ଼ିଓ: ମାଓ ମୁକାବିଲା ପାଇଁ ଓଡ଼ିଶା ପୋଲିସ ଡିଜିଙ୍କ ସହ ସିଆରପିଏଫ ଡିଜିଙ୍କ ବୈଠକ

ଦେଖନ୍ତୁ ଭିଡ଼ିଓ: ମାଓ ମୁକାବିଲା ପାଇଁ ଓଡ଼ିଶା ପୋଲିସ ଡିଜିଙ୍କ ସହ ସିଆରପିଏଫ ଡିଜିଙ୍କ ବୈଠକ
ଦେଖନ୍ତୁ ଭିଡ଼ିଓ: ମାଓ ମୁକାବିଲା ପାଇଁ ଓଡ଼ିଶା ପୋଲିସ ଡିଜିଙ୍କ ସହ ସିଆରପିଏଫ ଡିଜିଙ୍କ ବୈଠକ

ଭୁବନେଶ୍ୱର: ଓଡିଶା ପୋଲିସ ଡିଜିଙ୍କ ସହ ସିଆରପିଏଫ ଡିଜି ରାଜୀବ ରାୟ ଭଟନାଗରଙ୍କ ବୈଠକ ଭୁବନେଶ୍ୱର ଡିଜିଙ୍କ କ୍ୟାମ ଅଫିସରେ ଆରମ୍ଭ ହୋଇଯାଇଛି ।

ମାଓ ସମ୍ପର୍କିତ ସମସ୍ୟା ଓ ସମାଧାନ ନେଇ ଆଲୋଚନା ହେଇଥିବା ସୂଚନା ମିଳିଛି । ଏହି ବୈଠକରେ ସିଆରପିଏଫ ଆଇଜି, ସିଆରପିଏଫ ଡିଆଇଜିଙ୍କ ସମେତ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଏଡିଜି ଅପରେଶନ ଆରପି କୋଚ୍ଚେ, ଆଇଜି ଗୁଇନ୍ଦା , ଆଇଜି ଏସ ଆଇଡବ୍ଲୁ ଘନଶ୍ଯାମ ଉପାଧ୍ଯାୟ ଓ ବିଏସଏଫ ଉଚ୍ଚ ପଦାଧିକାରୀ ଉପସ୍ଥିତ ଅଛନ୍ତି ।

Share this story

World Odia Language Conferene