ଜାଣନ୍ତୁ କାହିଁକି ଡାକ୍ତରମାନେ ରାତିରେ ପୋଷ୍ଟମଟମ୍ କରନ୍ତି ନାହିଁ…

ଜାଣନ୍ତୁ କାହିଁକି ଡାକ୍ତରମାନେ ରାତିରେ ପୋଷ୍ଟମଟମ୍ କରନ୍ତି ନାହିଁ…
ଜାଣନ୍ତୁ କାହିଁକି ଡାକ୍ତରମାନେ ରାତିରେ ପୋଷ୍ଟମଟମ୍ କରନ୍ତି ନାହିଁ…

ଜାଣନ୍ତୁ କାହିଁକି ଡାକ୍ତରମାନେ ରାତି ରେ ପୋଷ୍ଟମଟମ୍ କରନ୍ତି ନାହିଁ l ଯେତେବେଳେ କୈଣସି ବ୍ୟକ୍ତିର ମୃତ୍ୟୁ ହୁଏ ଡାକ୍ତର ଦ୍ଵାରା ଶବର ପରୀକ୍ଷା କରାଯାଏ l ଏହାକୁ ପୋଷ୍ଟମଟମ୍ କହନ୍ତି l

ମୃତ୍ୟୁର ୧୦ ଘଣ୍ଟା ଭିତରେ ଶବର ପୋଷ୍ଟମଟମ୍ କରାଯାଏ l ପୋଷ୍ଟମଟମ୍ କରିବା ଆଗରୁ ଘର ଲୋକଙ୍କ ପରାମର୍ଶ ନିଆଯାଏ l କାହିଁକି ରାତିରେ ପୋଷ୍ଟମଟମ୍ କରାଯାଏ ନାହିଁ…..

ବୈଜ୍ଞାନିକ କାରଣ: ରାତିରେ ପୋଷ୍ଟମଟମ୍ କରିବା ଦ୍ଵାରା ଲାଇଟ୍ ରେ ଲାଲ୍ ରକ୍ତ ବାଇଗଣି ରଙ୍ଗର ଦେଖା ଯାଏ l ତେଣୁ ରାତିରେ ପୋଷ୍ଟମଟମ୍ କରାଯାଏ ନାହିଁ l

ଧାର୍ମିକ କାରଣ: ହିନ୍ଦୁ ଧର୍ମ ଅନୁସାରେ ରାତିରେ ପୋଷ୍ଟମଟମ୍ କରିବା ବର୍ଜିତ ହୋଇ ଥାଏ ତେଣୁ ରାତିରେ ପୋଷ୍ଟମଟମ୍ କରାଯାଏ ନାହିଁ l

Share this story

World Odia Language Conferene