କମାଲ କରୁଛି ରୋମିଓ, ଅାକବର ୱାଲଟର ଫିଲ୍ମରେ ଜନ ଅାବ୍ରାହମଙ୍କ ର’ ଏଜେଣ୍ଟ ଟ୍ରେଲର

କମାଲ କରୁଛି ରୋମିଓ, ଅାକବର ୱାଲଟର ଫିଲ୍ମରେ ଜନ ଅାବ୍ରାହମଙ୍କ ର’ ଏଜେଣ୍ଟ ଟ୍ରେଲର
କମାଲ କରୁଛି ରୋମିଓ, ଅାକବର ୱାଲଟର ଫିଲ୍ମରେ ଜନ ଅାବ୍ରାହମଙ୍କ ର’ ଏଜେଣ୍ଟ ଟ୍ରେଲର

ପରମାଣୁ ଏବଂ ସତ୍ୟମେବ ଜୟତେର ଅଦ୍ଭୂତ ସଫଳତା ପରେ ଏବେ ପୁଣି ଥରେ ଏକ ଦମଦାର ମୁଭି ସହ ଅାସୁଛନ୍ତି ଟାଲେଣେ୍ଡଡ ଜନ ଅାବ୍ରାହମ । ରୋମିଓ, ଅାକବର ୱାଲଟର–ର ଖୁବଶୀଘ୍ର ପରଦାକୁ ଅାସିବ ।

ଏହା ପୂର୍ବକୁ ଏହାର ଟ୍ରେଲର ରିଲିଜ ହୋଇଛି । ସୋସିଅାଲ ମିଡିଅାରେ ଏହା ବେଶ ଭାଇରାଲ ହେବାରେ ଲାଗିଛି । ର’ ର କାହାଣୀ ସତ ଘଟଣାକୁ ନେଇ ଅାଧାରିତ ହୋଇଛି । ଏଥିରେ ର’ ର ଏଜେଣ୍ଟଙ୍କ ଜୀବନ ଅନ୍ୟକୁ ବେଶ୍‌ ପ୍ରଭାବିତ କରିବ ବୋଲି କୁହାଯାଉଛି ।

Share this story

World Odia Language Conferene