ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ହଟ୍ ହିରୋଇନ, ୭ ରୁ ୭୦ ସମସ୍ତେ ଫିଦା

ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ହଟ୍ ହିରୋଇନ, ୭ ରୁ ୭୦ ସମସ୍ତେ ଫିଦା
ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ହଟ୍ ହିରୋଇନ, ୭ ରୁ ୭୦ ସମସ୍ତେ ଫିଦା

ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ଭଳି ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ସମସ୍ତଙ୍କ ଅଲକ୍ଷରେ ନିଜର ସ୍ଥତି ଦୃଢ କରିବାରେ ଲାଗିଛି । ନିତପ୍ରତିଦିନ ନୂଆ ନୂଆ କଳାକାର ଉଦ୍ୟୋଗକୁ ଆସୁଥିବା ବେଳେ ସେମାନଙ୍କ ଫ୍ୟାନସ ବି କମ୍ ନାହାନ୍ତି । ତେବେ ଇଣ୍ଟରନେଟକୁ ସାହାରା କରି ଗଢି ଉଠିଥିବା ଏହି ଉଦ୍ୟୋଗରେ ଏପରି କେତେକ ଆକ୍ଟ୍ରିସ ଅଛନ୍ତି ଯେଉଁମାନଙ୍କ ପାଇଁ ଫ୍ୟାନ୍ସ ପ୍ରାୟ ପାଗଳ । ଏଣୁ ରିତିମତ ଇଣ୍ଟରନେଟ୍ ରେ ଚାଲିଛି ଏମାନଙ୍କର ତଲାଶ । ଆସନ୍ତୁ ଜାଣିବା ଏହି ସବୁ ନାୟିକାମାନେ କିଏ ।

ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ହଟ୍ ହିରୋଇନ, ୭ ରୁ ୭୦ ସମସ୍ତେ ଫିଦା

ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ସୀମା ନାହିଁ କି ସରହଦ ନାହିଁ । ଏଭଳି ଫିଲ୍ମ କେବେ କେଉଁଠି ମୁକ୍ତିଲାଭ କରେ ତାହା ବି କେହି ଜାଣନ୍ତିନି । ତେବେ ଇଣ୍ଟରନେଟରେ ଛୋଟ ଛୋଟ ଥମ୍ବନେଲ ପୋଷ୍ଟିଂ ପରେ ଜଣାପଡେ ଫିଲ୍ମ ସମ୍ପର୍କରେ ଆଉ ତା ପରେ ଆରମ୍ଭ ହୋଇଯାଏ ସର୍ଚ୍ଚ । ଏଭଳି ସର୍ଚ୍ଚ ହେଉଥିବା ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ନାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି ମିଆ ଖଲିଫା । ଇଣ୍ଡଷ୍ଟ୍ରିର ତାଙ୍କୁ ସବୁଠୁ ସୁନ୍ଦର ନାୟିକା ମାନ୍ୟତା ମିଳିଛି ଏଣୁ ଇଣ୍ଟରନେଟ୍ ରେ ତାଙ୍କର ସର୍ଚ୍ଚ ସବୁଠୁ ଅଧିକ ହେଉଥିବା ଏକ ସର୍ଭେକ୍ଷଣରୁ ଜଣାପଡିଛି । ସୋସାଲ ମିଡିଆରେ ମିଆ ଖଲିଫା ପ୍ରାୟତଃ ତାଙ୍କର ହଟ୍ ଫଟୋ ଅପଲୋଡ କରିବା ଏହି ସର୍ଚ୍ଚର ଅନ୍ୟ ଏକ କାରଣ ବି ହୋଇପାରେ ।

ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ହଟ୍ ହିରୋଇନ, ୭ ରୁ ୭୦ ସମସ୍ତେ ଫିଦା

ସେହିପରି ଅନ୍ୟ ଜଣେ ନାୟିକା ହେଉଛନ୍ତି ଲିସା ଏନ୍ । ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ସୁନ୍ଦରୀ ନାୟିକା ଇଣ୍ଡିଆନ୍ସଙ୍କ ବେଶ ପସନ୍ଦ । ଏଣୁ ଲିସା ହେଉଛନ୍ତି ଅଡଲ୍ଟ ଇଣ୍ଡଷ୍ଟ୍ରିର ସେହି ନାୟିକାଙ୍କ ମଧ୍ୟରେ ଜଣେ ଯାହାଙ୍କୁ ସର୍ଚ୍ଚ ଇଞ୍ଜିନରେ ବେଶି ଖୋଜା ଯାଏ । ଗୁଗଲ ସର୍ଚ୍ଚ ସର୍ଭେରୁ ଲିସାଙ୍କ ଏହି ରହସ୍ୟ ଜଣାପଡିଛି । ଏପରି ଅନେକ ନାୟିକା ଓ ନାୟକ ଅଛନ୍ତି ଯେଉଁମାନଙ୍କୁ ଗୁଗଲରେ ସର୍ଚ୍ଚ କରାଯାଉଥିବା ଗୁଗଲରୁ ଜଣାପଡିଛି ।

Share this story

World Odia Language Conferene