ସାବଧାନ ! ୯ରୁ ପୁଣି ପ୍ରବଳ ବର୍ଷା

ସାବଧାନ ! ୯ରୁ ପୁଣି ପ୍ରବଳ ବର୍ଷା
ସାବଧାନ ! ୯ରୁ ପୁଣି ପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଗଲା କିଛି ଦିନ ହେବ ବର୍ଷା ଜାରି ରହିଛି । ତେବେ ଏହି ବର୍ଷା ଦୁଇ ଦିନ ଅର୍ଥାତ ୭ ଓ ୮ ତାରିଖରେ ବର୍ଷାର ପରିମାଣ କମ୍ ରହିବ । ୯ ଓ ୧୦ ତାରିଖରେ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସେହିପରି ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟ ଅଶାନ୍ତ ରହିବ । କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଜୁନ୍‌ ୧ରୁ ଏଯାବତ୍ ରାଜ୍ୟରେ ୨୭୫ ମିମି ବର୍ଷା ହେବା କଥା । ହେଲେ ବର୍ଷା ପରିମାଣ ୨୫୪ ମିମି ରହିଛି । ଗଜପତିରେ ସବୁଠାରୁ କମ୍ ବର୍ଷା ହୋଇଛି ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର୍‌ ବିଶ୍ୱାସ ସୂଚନା ଦେଇଛନ୍ତି ।

Share this story

World Odia Language Conferene