ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ (୨୬-୫-୨୦୧୯) ରବିବାର

ଆପଣଙ୍କ ଦିନଟି ମଙ୍ଗଳମୟ ହେଉ, ଜାଣନ୍ତୁ ଆଜିର ରାଶିଫଳ: ମେଷ- ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ… Read more »

ସ୍ୱାସ୍ଥ୍ୟ ବିଭାଗର କ୍ଷୟକ୍ଷତି ଆକଳନ କରିବେ ଆର୍ନ୍ତଜାତୀୟ ପ୍ରତିନିଧି ଦଳ

ଭୁବନେଶ୍ୱର: ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଓଡିଶା ଗସ୍ତରେ ଆସିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱବ୍ୟାଙ୍କ୍‍ ଓ ୟୁନିସେଫ୍‍ ପ୍ରତିନିଧିଦଳ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ସହିତ… Read more »

୫ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି

ଭୁବନେଶ୍ୱର: ଆଜି ରାଜ୍ୟର ୫ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ରାତି ସୁଦ୍ଧା ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଯେଉଁ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ସୂଚନା… Read more »

ଦେଖନ୍ତୁ ଭିଡ଼ିଓ: ସୁରତରେ ଭୟାବହ ଅଗ୍ନିକାଣ୍ଡ, ୧୬ ଛାତ୍ର ମୃତ; ଜୀବନ ବଞ୍ଚାଇବା ପାଇଁ ଡେଇଁଲେ ବହୁ ଛାତ୍ର

ସୁରତ: ଗୁଜୁରାଟର ସୁରତସ୍ଥିତ ସରଥାଣା ଅଂଚଳରେ ଏକ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାୟ ୧୬ଜଣ ଛାତ୍ର ମୃତ୍ୟୁ ବରଣ କରିଛନ୍ତି । ତକ୍ଷଶିଳା ଅର୍କେଟ କମ୍ପ୍ଲେକ୍ସର ତୃତୀୟ ଓ ଚତୁର୍ଥ ଫ୍ଲୋରରେ ଅଗ୍ନିକାଣ୍ଡ ଯୋଗୁ ଜୀବନ ବଞ୍ଚାଇବାକୁ ଯାଇ ତଳକୁ ଡେଇଁ… Read more »

ପିସିସି ସଭାପତି ଗାଦି ଛାଡିଲେ ନିରଞ୍ଜନ, ଇସ୍ତଫା ଦେଲେ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ପଦରୁ ଇସ୍ତଫା ଦେଲେ ନିରଞ୍ଜନ ପଟ୍ଟନାୟକ । ଆଜି ସେ ନିଜ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷଙ୍କ ନିକଟକୁ ପଠାଇଥିବା ସୂଚନା ଦେଇଛନ୍ତି ।ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟ ପରେ ସେ… Read more »

ହିଞ୍ଜିଳି ଏବଂ ବିଜେପୁରରେ ନବୀନ ୨୪ହଜାର ଲେଖାଏଁ ଭୋଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭୋଟ ଗଣତି ଜାରି ରହିଛି । ଅପରାହ୍ନ ୩ଟା ୧୨ ସୁଦ୍ଧା ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି ବିଜେଡି । ଦ୍ୱିତୀୟ ସ୍ଥାନରେ ବିଜେପି ରହିଥିବା ବେଳେ ତୃତୀୟ ସ୍ଥାନ… Read more »

କେନ୍ଦ୍ରାପଡ଼ାରୁ ଅନୁଭବ ମହାନ୍ତି ଆଗରେ, ଭୁବନେଶ୍ୱରରୁ ଅପରାଜିତା ସଡ଼ଙ୍ଗୀ ଆଗରେ

ଭୁବନେଶ୍ୱର: ଓଡ଼ିଶାରେ ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇସାରିଥିବା ବେଳେ ୧୧ଟା ୨୦ ମିନିଟ୍ ସୁଦ୍ଧା ୨୧ଟି ଲୋକସଭା ଆସନରୁ ବିଜେଡି ୧୧ଟି ଆସନରେ ଆଗୁଆ ରହିଛି । ଏଥିସହ ବିଜେପି ୯ଟି ଆସନରେ ଆଗୁଆ ରହିଛି ଏବଂ କଂଗ୍ରେସ… Read more »

ଦେଖନ୍ତୁ ଭିଡ଼ିଓ: କଂଗ୍ରେସର ଆସିକା ବିଧାନ ସଭା ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ ଗୁଳିମାଡ ପରେ ତଣ୍ଟି କାଟିଲେ, ଅନ୍ୟ ଜଣେ ସହଯୋଗୀ ଗୁରୁତର

ବ୍ରହ୍ମପୁର/ଆସିକା: କଂଗ୍ରେସର ଆସିକା ବିଧାନସଭା ପ୍ରାର୍ଥୀ ମନୋଜ କୁମାର ଜେନାଙ୍କୁ ବୁଧବାର ରାତିରେ ଦୁର୍ବୁତ୍ତମାନେ ଗୁଳି ମାଡ କରିବା ସହ ତାଙ୍କ ତଣ୍ଟି କାଟିଦେଇଛନ୍ତି । ନିଜ ଏକ୍ସୟୁଭି କାର ଯୋଗେ ଭୂବନେଶ୍ୱରରୁ ବ୍ରହ୍ମପୁର ଆସୁଥିବା ବେଳେ ଲାଞ୍ଜିପଲ୍ଲୀ ବ୍ରିଜ ନିକଟରେ… Read more »

ଦେଖନ୍ତୁ ଭିଡ଼ିଓ: ଜଳିଗଲା ଦାରୁଠେଙ୍ଗ ଡ଼ମ୍ପିଂୟାର୍ଡ, ନିଆଁ ଲିଭାଇବା ପାଇଁ ନିୟୋଜିତ ହେଲା ୧୦ଟି ଦମକଳ ଗାଡ଼ି

ଭୁବନେଶ୍ୱର: ଦାରୁଠେଙ୍ଗ ଡ଼ମ୍ପିଂୟାର୍ଡ ଭୟାବହ ଅଗ୍ନିକାଣ୍ଡ ଘଟିଛି । କୌଣସି ଏକ ଅଜଣା କାରଣରୁ ଆଜି ରାତି ପ୍ରାୟ ୮.୨୦ଟା ରେ ଡ଼ମ୍ପିଂୟାର୍ଡ ରେ ନିଆଁ ଲାଗି ଯାଇଥିଲା । ଅଳିଆ ଅବର୍ଜନାରେ ଭର୍ତ୍ତି ଏହି ୟାର୍ଡରେ ନିଆଁ ଖୁବଶୀଘ୍ର ବ୍ୟାପି… Read more »

ସମଲିଙ୍ଗୀ ସମ୍ପର୍କକୁ ସ୍ୱୀକାର କଲେ ଦୂତି ଚାନ୍ଦ; ବଡ଼ ଭଉଣୀ ରଚିଥିଲେ ଷଡ଼ଯନ୍ତ୍ର, ୨୫ ଲକ୍ଷ ଟଙ୍କା ମାଗିଥିଲେ ନଦେବାରୁ ମତେ ବ୍ଲାକମେଲ କରୁଥିଲେ: ଦୂତି

ଭୁବନେଶ୍ୱର: ଧାବକ ତଥା ଓଡ଼ିଆ ଅଲମ୍ପିଆନ ଦୂତି ଚାନ୍ଦଙ୍କ ବିରୋଧରେ ଆସିଥିବା ସମଲିଙ୍ଗୀ ସମ୍ପର୍କ ଓ ପରିବାର ଉଠାଉଥିବା ଓଲଟା ଅଭିଯୋଗ ଉପରେ ସେ ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛନ୍ତି । ହାଇଦ୍ରାବାଦରୁ ଭୁବନେଶ୍ୱର ଆଜି… Read more »